ଦାଦାଙ୍କ ପାଇଁ ପୁତୁରା ପ୍ରଚାର ମୈଦାନରେ…

abhi
Share

                               କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳିର ବିଭିନ୍ନ ବୁଥ କୁ ଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ ପିଇବା ପାଣି ର ବ୍ୟବସ୍ଥା ଶିକ୍ଷାର ଉନ୍ନତି ବିଜୁ ପକକ୍କା ଘର. ବିଜୁ ସେତୁ ରାସ୍ତା ଘାଟର ପ୍ରଶକ୍ତି କରଣ ସମେତ ଦୀର୍ଘ ପଚିଶ ବର୍ଷ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡିଶା ରେ କରିଥିବା ଉନ୍ନତି ବିଷୟରେ ଲୋକଙ୍କୁ ବୁଝେଇଥିଲେ.
ବିଜୁ ଜନତା ଦଳର ସାଂସଦ ପ୍ରାର୍ଥି ପ୍ରଦୀପ ମାଝୀ ଓ ବିଧାୟକ ପ୍ରାର୍ଥୀ ଚନ୍ଦ୍ର ଶେଖର ମାଝୀ ଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେଏହି ପ୍ରଚାର ସମୟ ରେ ବିକ୍ରମ ଦେବ ମାଝିଙ୍କ ସମେତ ସୁନାର ବେଲି ନୂଆଗାଁ ସରପଞ୍ଚ ଦେବ ମାଝୀ ଓ ଭନସୁଲି ସରପଞ୍ଚ ପୂର୍ଣ୍ଣ ନାୟକ ଙ୍କ ସମେତ ଦଳୀୟ କର୍ମୀ ସାମିଲ ଥିଲେ. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର