June 21, 2026

ଅସ୍ତରଙ୍ଗ କାଳିଆକଣ ଗ୍ରାମରେ ଚାଲିଛି କଙ୍ଗାରୁ କୋର୍ଟ, ନିଆଁପାଣି ବାସନ୍ଦ ପରିବାର ସଦସ୍ୟ ହେଲେ ଜିଲ୍ଲାପାଳଙ୍କୁ ଫେରାଦ

50
Share

ଅସ୍ତରଙ୍ଗ କାଳିଆକଣ ଗ୍ରାମରେ ଚାଲିଛି କଙ୍ଗାରୁ କୋର୍ଟ, ନିଆଁପାଣି ବାସନ୍ଦ ପରିବାର ସଦସ୍ୟ ହେଲେ ଜିଲ୍ଲାପାଳଙ୍କୁ ଫେରାଦ l
ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ କାଳିଆକଣ ଗ୍ରାମର କଙ୍ଗାରୁ କୋର୍ଟ କଥା l ଯେଉଁଠାରେ ପାଞ୍ଚୋଟି ପରିବାର ର ଜାଗାବାଡି ଗ୍ରାମବାସୀ ଜୋରଜବରଦସ୍ତ ନେଇଯିବା ସହିତ ନିଆଁପାଣି ବାସନ୍ଦ କରିଛନ୍ତି l ସେଥିପାଇଁ ଆଜି ପୁରୀ ଜିଲ୍ଲାପାଳ ଙ୍କୁ ଗୁହାରି ଜଣାଇ ନ୍ୟାୟ ମାଗିଛନ୍ତି ବାସନ୍ଦ ପରିବାର ସଦସ୍ୟ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ