ପୁରୀ ସହରରେ ମାତ୍ର ଅଢେଇ ବର୍ଷର ଝିଅ ହେଲେ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରିଣୀ

ind
Share


ଆଜି ପୁରୀ ସହର ଅଠରନଳା ନିକଟସ୍ଥ ଗୋପୀନାଥପୁର ଗ୍ରାମର ବିକାଶ ରଞ୍ଜନ ପରିଡା ଏବଂ ରୋଜାଲିନ ପ୍ରଧାନଙ୍କ ସୁକନ୍ୟା ସାନଭି ଅମୃତା ପରିଡା ଆଜି ମାତ୍ର ଅଢେଉ ବର୍ଷରେ ଇଣ୍ଡିଆ ବୁକ ଅଫ ରେକର୍ଡ ର ଅଧିକାରିଣୀ ହୋଇଛନ୍ତି l ସାନଭି ଏହି ରେକର୍ଡ ପାଇବା ପାଇଁ ତାଙ୍କ ପରିବାର ସଦସ୍ୟ ସମସ୍ତ ଶ୍ରେୟ ସାନଭିଙ୍କ ମାଉସୀ ପଙ୍କଜିନୀ ପ୍ରଧାନଙ୍କୁ ଦେଇଛନ୍ତି l ସାନଭି ଆଜି ଏହି ରେକର୍ଡ ର ସଫଳତା ପାଇବା ପରେ ତାଙ୍କ ବାପାବୋଉଙ୍କ ସହିତ ଜେଜେବାପା ମନୋଜ କୁମାର ପରିଡା, ଜେଜେମା ଶଂଯୁକ୍ତା ରାଉତରାୟ, ବଡବାପା ମାନସ ରଞ୍ଜନ ପରିଡା, ବଡ଼ମାମା ଲୋପାମୁଦ୍ରା ରାଉତ ଏବଂ ଭାଇ ଅଲମ୍ପିୟାଡ଼ ସାଇ ଆୟୁଷ୍ମାନ ପରିଡା ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି (ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ )

You may have missed