November 25, 2024
Share

*ଖବର ଆଜିର*
*ତାରିଖ ୧୬/୦୮/୨୩, ବୁଧବାର*

*୧-୭୭ତମ ସ୍ୱାଧୀନତା ଦିବସ – ରାଜ୍ୟସ୍ଥରୀୟ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ।*

*୨-ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉପଲକ୍ଷେ ୨୮ ଜଣଙ୍କୁ ମଳିଛି ପୋଲିସ ପଦକ।*

*୩-ସମୁଦ୍ରରୁ ଆକାଶ, ଦେଶରୁ ବିଦେଶ,ସବୁଠି ଉଡିଲା ତ୍ରିରଙ୍ଗା।*

*୪-କେନ୍ଦୁଝର:ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ପିଆଜ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍ ଓ ହେଲପର୍।*

*୫-ରାଜ୍ୟ ସରକାରଙ୍କ ୨୦ ସୂତ୍ରୀ ଯୋଜନା; ୨୪ ଭୋଟ ପାଇଁ ଫୋକସରେ ମହିଳା ଶସକ୍ତିକରଣ।*

*୬-କିଟ୍, କିସ, କିମ୍ସ ରେ ସ୍ୱାଧୀନତା ଦିବସ ପାଳିତ: ପତାକା ଉତ୍ତୋଳନ କଲେ ପାଟନା ହାଇକୋର୍ଟର ବିଚାରପତି ଓ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ।*

*୭-ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ମଲେଶ୍ଵରି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ:ପତକା ବାନ୍ଧି ସାରି ଟଳିପଡିଲେ ପ୍ରଧାନଶିକ୍ଷକ, ବିଦ୍ୟାଳୟରେ ଶୋକର ଛାୟା।*

*୮-ଚୈ।ଦ୍ବାର:କମ୍ପାନୀରେ ବୋମା ଫିଙ୍ଗି ବଟି ଆଦାୟ ଯୋଜନା ପଡିଲା ମହଙ୍ଗା, ଗିରଫ ହେଲେ ୩ କର୍ମଚାରୀ।*

*୯-ବାଲେଶ୍ଵର:ଆୟ ଯୋଗାଇଛି ପୂଜା ସାମଗ୍ରୀ । ବିଭିନ୍ନ ପ୍ରକାରର ମୁକୁଟ, ମାଳ, ପତାକା, ଧ୍ବଜା, ଚାନ୍ଦୁଆ ଆଦି ତିଆରି କରି ନିଜେ ରୋଜଗାର କରିବା ସହିତ ସ୍ବାବଲମ୍ବୀ ହୋଇ ପାରିଛନ୍ତି ମହିଳା।*

*୧୦-ଉଦଳାରେ ବାହାରିଲା ୪୦୦ ଫୁଟର ତ୍ରିରଙ୍ଗା ଯାତ୍ରା, ଲୋକଙ୍କ ମନରେ ଭରିଲା ଉନ୍ମାଦନା।*

*୧୧-ଶ୍ରୀମନ୍ଦିର ପ୍ରତି ବିପଦ ଅଛି, ଜଗମୋହନ ମରାମତି କାମ ଠିକରେ ହୋଇ ନାହିଁ: ଆମିକସକ୍ୟୁରି।*

*୧୨-ମାଛ ଗୋଟାକୁ ୫ ଲକ୍ଷ: ଧାମରା ମୁହାଣରୁ ୨୬ କିଲୋର ମାଛ ଧରିଲେ ଧିବର।*

*୧୩-ଦିଲ୍ଲୀରେ ବିପଦ ସଙ୍କେତ ପାର୍‌ କଲା ଯମୁନା ଜଳସ୍ତର, ଅଧିକାରୀ କହିଲେ ସ୍ଥିତି ଅଣାୟତ୍ତ ସମ୍ଭାବନା କମ୍‌।*

*୧୪-ଲୁହା ପଥର ଖଣି ଖୋଳାରେ ନାହିଁ ଲଗାମ: ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ, କେନ୍ଦ୍ର ସରକାରଙ୍କୁ ମାଗିଲେ ଜବାବ।*

*୧୫-ଭାରତ ମାତା କି ଜୟ’ ନାରାରେ କମ୍ପିଲା ୱାଘା-ଅଟାରୀ ବର୍ଡର । ବିଏସଏଫ୍ ଯବାନ ଦେଲେ ରଣହୁଙ୍କାର।*

*୧୬-ରାଜସ୍ଥାନ ସରକାରଙ୍କ ବଡ ଘୋଷଣା: ଅନ୍ନପୂର୍ଣ୍ଣ ଯୋଜନାରେ ଯୋଗାଇ ଦେବେ ଖାଦ୍ୟ ପ୍ୟାକେଟ୍।*

. *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*