ଜଣଙ୍କ ନାମରେ ବେଆଇନ ପଟା ପ୍ରଦାନ ନେଇ ତହସିଲଦାରାଙ୍କୁ ଫେରାଦ ହେଲେ ପାଞ୍ଚ ଝିଅ
ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ସହର ଅନ୍ତର୍ଗତ ଦୁର୍ଗାଦେବୀ ସାହିର ସ୍ୱର୍ଗତ ରାଧାମୋହନ ଦାଶ ଙ୍କ ଜମିକୁ ବାଦ ବିବାଦ ଥିମିବାର ନା ଧରୁନି ସ୍ୱର୍ଗତ ରାଧା ମୋହନ ଦାଶ ସାନ ପୁଅ ବସନ୍ତ ଦାଶଙ୍କ ନାମରେ ପଟା ପ୍ରଦାନ କରାଯାଇଥିବା ନେଇ ଅଭିଯୋଗ ହୋଇଛି l ସୂଚନା ଥାଉକି ରାଧାମୋହନ ଦାସ ଙ୍କ ଦୁଇ ପୁତ୍ର ସ୍ୱାଗତ ପ୍ରଶାନ୍ତ ଦାସ ଓ ବସନ୍ତ ଦାସ ପାଞ୍ଚ ଝିଅ ମାନେ ଯଥା ସୁଜତା ପଣ୍ଡା, ବିଜୟ ଲକ୍ଷ୍ମୀ ଦାଶ, ମିନତି ପଣ୍ଡା, ରଞ୍ଜିତା ତ୍ରିପାଠୀ, ରଶ୍ମିତା ଦାଶ, ଵିଷ୍ଟନୁ ପ୍ରିୟା ଦାଶ, ଏବଂ ବଡ଼ ପୁଅ ର ପୁଅ ଲିଙ୍ଗରାଜ ଦାଶ l ସ୍ୱାଗତ ରାଧାମୋହନ ଦାସ ଙ୍କ ସାନ ପୁତ୍ର ବସନ୍ତ ଦାସ ପାଣ୍ଡୀ ଦାସ ଙ୍କୁ ଦତ୍ତ ହୋଇଥିବା ଘର ଲୋକେ କହିଛନ୍ତି l ସ୍ୱାଗତ ରାଧାମୋହନ ଦାସ ଙ୍କ ସମସ୍ତ ସମ୍ପତି ରେ ସରକାର ଙ୍କ ନିଅମ ଅନୁଯାଇ ସମସ୍ତେ ପୁଅ, ଝିଅ,ନାତି ନାତୁଣୀ ଅଧିକାର ରହିଥିବା 24-10-2021 ରେ ଲିଗାଲହେର ଦିଆଯାଇଥିବା ବେଳେ କେଉଁ ଅଧିକାର ବଳରେ ଏକ ବ୍ୟକ୍ତି ବଶେଷ ନାଁରେ ପଟା କରାଗଲା l ମଙ୍ଗଳବାର ତହସିଲଦାର ଅରୁଣ କୁମାର ନାୟକ ଙ୍କୁ ଭେଟି ଅନ୍ୟ ଲିଗାଲହେର ମାନଙ୍କୁ
ବିନା ନୋଟିସରେ ତାଙ୍କୁ କିପରି ପଟା ପ୍ରଦାନ କରାଗଲା ବୋଲି ତହସିଲଦାର ଙ୍କୁ ପ୍ରଶ୍ନ କରିଥିଲେ l ପ୍ରକାଶଯୋଗ୍ୟ ଏଣ୍ଡାମେଣ୍ଟ ଟ୍ରଷ୍ଟ ର ଉକ୍ତ ଜାଗାକୁ ସମସ୍ତ ଙ୍କ ଅଗୋଚରରେ ବିକ୍ରିବଟା କରିବା କଥା କିନ୍ତୁ ଜଣେ ବ୍ୟକ୍ତି କିଭଳି ବିକ୍ରିବଟା କରିପାରୁଛି ତାହା ତହସିଲଦାର ଙ୍କୁ ପଚାରିବା ସହ ଉକ୍ତ ପଟା କୁ ନାକାଚ କରିବାକୁ ଦାବୀ କରିଥିଲେ l ଏହାର ଯଥା ଶୀଘ୍ର ସମାଧାନ ନହେଲେ ଆମେ ପଟାର ଅନ୍ୟାମିତ ପାଇଁ ଆମେ ଉପରସ୍ତ କତୃପକ୍ଷ ଙ୍କ ଅବଗତ କରାଇବୁ ଏନେଇ ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହେବୁ ତହସିଲଡାର ଙ୍କୁ ପଚାରିବାରେ ହାଇକୋର୍ଟ ଙ୍କ ନିର୍ଦ୍ଧେଶ ଅନୁସାରେ
ଯେଉଁ ଭଳି ପ୍ରକ୍ରିୟାରେ ହେବା କଥା ପଟା ପ୍ରଦାନ କରାଯାଇଛି l ଏବଂ ଯେଉଁ ବ୍ୟକ୍ତି ଙ୍କ ନାମରେ ପଟା ପ୍ରଦାନ ହୋଇଛି l ସେଥିରେ କୌଣସି ଅନିୟମତତା ହୋଇନଥିବା ତହସିଲଦାର କହିଛନ୍ତି l ଯଦି କୌଣସି ଅନିୟମିତତା ହୋଇଥିବା ଅନୁଭବ କରୁଛନ୍ତି l ତାହାହେଲେ ଉପରୋକ୍ତ ଅଧିକାରୀ ଯଥା ଉପଜିଲ୍ଲାପାଳ କିମ୍ବା ସିଭିଲ କୋର୍ଟ ର ଆଶ୍ରୟ ନେଇ ପାରନ୍ତି ବୋଲି ତହସିଲଦାର ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି l