November 26, 2024

Day: September 29, 2024

ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡ ସଫଳତା: ଧରାପଡିଲା ଆନ୍ତଃ ରାଜ୍ୟ ବାଇକ ଲୁଟେରା ୧୯ ଟି ନାମୀଦାମୀ ବାଇକ ଜବତ ଜଣେ ଗିରଫ 

  ପାରଳାଖେମୁଣ୍ଡି:୨୮/୯(ଗରୁଡ଼ ଧ୍ୱଜ ଚୌଧୁରୀ) ପାରଳାଖେମୁଣ୍ଡି ପୋଲିସ କୁ ମିଳିଛି ବଡ଼ ସଫଳତା ଧରା ପଡିଲା ବାଇକ ଲୁଟେରା ୧୯ ଟି ନାମୀଦାମୀ ବାଇକ ଜବତ କରିବା...

ବିଶାଖପାଟନମ ପଶ୍ଚିମ ବିଧାୟକ ଙ୍କ ରାୟଗଡା ଗସ୍ତ 

  ରାୟଗଡା : ଆନ୍ଧ୍ର ପ୍ରଦେଶର ବର୍ତ୍ତମାନ ତେଲୁଗୁଦେଶମ ସରକାର ଙ୍କ ବିଶାଖପାଟନମ ପଶ୍ଚିମ ବିଧାୟକ ଟିଡିପି ର ପି ଜି ଭି ଆର ନାଇଡ଼ୁ ରାୟଗଡା...

କେରେବା ଆଶ୍ରମ ସ୍କୁଲରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ 

ରାୟଗଡା : ଲାଞ୍ଜିଆ ସୌରା ଉନୟନ ସଂସ୍ଥା ପୁଟାସିଂ ପକ୍ଷରୁ ଜନଜାତି ଲାଞ୍ଜିଆ ସୌରା ଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ କେରେବା ଆଶ୍ରମ ସ୍କୁଲ...

ଉମରକୋଟ ନର୍ସିଙ୍ଗ ଷ୍ଟାଫଙ୍କ ଆହରାତ୍ରି ସିରିଞ୍ଜ ଛାଡ଼ ଆନ୍ଦୋଳନ, ଉମରକୋଟ ରେରୋଗୀ ସେବା ବ୍ୟାହତ……..

  ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ସମଗ୍ର ଓଡିଶା ରେ ୧୦ ଦଫା ଦାବି ନେଇ ନର୍ସିଂ ଷ୍ଟାଫ ଙ୍କ ଅନ୍ଧୋଲାନର ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ରେ ମଧ୍ୟ...

ଦଶହରାପାଇଁ ପ୍ରସ୍ତୁତି ମାଆ ଦୁର୍ଗାଦେବୀ ପୀଠ 

    ଆସନ୍ତା ୩ତାରିଖ ଠାରୁ ପୂଣ୍ୟତୋୟା ବାହୁଦାନଦୀ ଉପକୂଳ(ସୋରଳ)ରେ ଅବସ୍ଥିତ ଅଧିଷ୍ଠାତ୍ରୀ ମାଆ ଦୁର୍ଗାଦେବୀ ପୀଠରେ ପରମ୍ପରା ଅନୁଯାୟୀ ନବରାତ୍ରପୂଜା ଆରମ୍ଭହେବ l ଏଥିପାଇଁ ସଜେଇ...

ଵିଜ୍ଞାନ ମଣିଷ କୁ ନୂଆଁ ବାଟ ଦେଖାଏ,ବ୍ୟକ୍ତିତ୍ୱ ବିକାଶ ହିଁ ସମାଜ ର ବିକାଶ, ରାଷ୍ଟ୍ର ନିର୍ମାଣ ରେ ଯୁବପ୍ରସ୍ତୁତି ପ୍ରଶିକ୍ଷଣ…

      ସମ୍ବଲପୁର:ଦିନ ପୂର୍ବାହ୍ନ ରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ପିଲାଙ୍କ  ପାଇଁ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ଚତୁରବିଂଶତମ ସପ୍ତାହ ପ୍ରଶିକ୍ଷଣ...

ଆସୁଛନ୍ତି ମା’ ; ଶକ୍ତିପୀଠଗୁଡ଼ିକରେ ଚାଲିଛି ଷୋଡ଼ଶ ଉପଚାର ପୂଜା — ଚଣ୍ଡିପାଠ ଓ ହୋମଯଜ୍ଞରେ ଉତ୍ସବମୁଖର ପୀଠ । ମା’ଙ୍କ ଦୁର୍ଲଭ ବେଶ ଦର୍ଶନ କରି କୃତକୃତ୍ୟ ଶ୍ରଦ୍ଧାଳୁ ..

      ବ୍ରହ୍ମପୁର (ବ୍ୟୁରୋ)ଆଦିଶକ୍ତି ମା’ ତାରାତାରିଣୀଙ୍କ ପିଠରେ ଚାଲିଛି ଷୋଡଶ ଉପଚାର ପୂଜା । ମା’ଙ୍କ ଦିବ୍ୟ ଆଳତି ଦର୍ଶନ ପାଇଁ ଛୁଟି ଆସିଛନ୍ତି...

ଥେରୁବାଲି ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ଵାରା ଡିଜିଟାଲ ସାକ୍ଷରତା କେନ୍ଦ୍ର ଉଦ୍ଘାଟିତ

  ରାୟଗଡା :କମ୍ପୁଟର ଶିଖିଲେ ମହିଳାଟିଏ ସଶକ୍ତ ଓ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ, କୋଲୋନରା ପଞ୍ଚାୟତ ଉପାଧକ୍ଷ୍ୟ ଶ୍ରୀମାନ ହଲଧର ହିମିରିକା ।...

ସାର୍ବଜନୀନ ଦୁର୍ଗା ପୂଜା କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ 

    ପଦ୍ମପୁର : (ଜୟନ୍ତ କୁମାର ସେଠ) ବରଗଡ ଜିଲ୍ଲା ପଦ୍ମପୁର ଠାରେ ସାର୍ବଜନୀନ ଦୁର୍ଗାପୂଜା କମିଟି ତରଫରୁ ଆସନ୍ତା ଶାରଦୀୟ ଦୁର୍ଗାପୂଜା ରଞ୍ଜିତା କୁ...

ଆଜିର ଖବର

    ୧-ମନ୍ତ୍ରୀଙ୍କ ସହ ଆଲୋଚନା ପରେ ନର୍ସିଂ ଅଧିକାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ।   ୨-୨୦୨୫ରୁ ସିବିଏସ୍‌ଇ ଢାଞ୍ଚାରେ ହେବ +୨ ପରୀକ୍ଷା।୨୦ ନମ୍ବର ବିଶିଷ୍ଟ ଇଣ୍ଟରନାଲ...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.