April 29, 2026

ସାର୍ବଜନୀନ ଦୁର୍ଗା ପୂଜା କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ 

IMG-20240929-WA0009
Share

 

 

ପଦ୍ମପୁର : (ଜୟନ୍ତ କୁମାର ସେଠ) ବରଗଡ ଜିଲ୍ଲା ପଦ୍ମପୁର ଠାରେ ସାର୍ବଜନୀନ ଦୁର୍ଗାପୂଜା କମିଟି ତରଫରୁ ଆସନ୍ତା ଶାରଦୀୟ ଦୁର୍ଗାପୂଜା ରଞ୍ଜିତା କୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଅଛି। ତେବେ ଚଳିତ ବର୍ଷ ଷଷ୍ଠୀ ରୁ ଦଶମି ପର୍ଯ୍ୟନ୍ତ ପ୍ରତିବର୍ଷ ଭଳି ପଦ୍ମପୁର ରାଜବାଟି ଠାରେ ଚଳିତ ବର୍ଷ ମଧ୍ୟ ମାଁ ଜଗତ ଜନନୀ ଦୁର୍ଗା ଙ୍କର ପୂଜା ପାଇଁ ଆୟୋଜିତ ବିଭିର୍ଣ୍ଣ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ତଥା କମିଟି ତରଫରୁ ଭକ୍ତ ଙ୍କ ସୁବିଧା ତଥା ଦର୍ଶନ ପାଇଁ ଓ ଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ପାଇଁ କରାଯାଇଥିବା ବ୍ୟବସ୍ଥା କୁ ନେଇ କମିଟି ପକ୍ଷରୁ କାର୍ଯ୍ୟାଳୟ ରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇ ଥିଲେ କମିଟି ର ସଭାପତି ପ୍ରତାପ ମିଶ୍ର l