April 25, 2026

ମତାବଜ୍ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଚାରା ରୋପଣ

IMG-20230829-WA0045
Share

ମତାବଜ୍ ସରସ୍ୱତୀ ଶିଶୁ
ବିଦ୍ୟା ମନ୍ଦିର ରେ ଚାରା ରୋପଣ

ହାଟଡିହି,୨୯.୦୮: ମଙ୍ଗଳବାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ,ମତାବାଜ ରେ ଶିଶୁ ଭାଇ ଭୋଉଣୀ, ଗୁରୁଜୀ ଓ ଗୁରୁମା ମାନଙ୍କ ଦ୍ୱାରା ରାସ୍ତାର ଦୁଇ ପାଖରେ ବୃକ୍ଷ୍ୟା ରୋପଣ କରାଯାଇଛି l ଏଥିରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ ଙ୍କ ତତ୍ୱାବଧାନରେ ପରିଚାଳନା କମିଟିର କୋଷାଧକ୍ଷ୍ୟା ଶ୍ରୀଯୁକ୍ତ ବିଜୟ କୁମାର ସାହା, ଶିଶୁ ଭାଇ ଭୋଉଣୀ, ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରସନ୍ନ ଶଙ୍ଖୁଆ, ସୁବାସ କୁମାର ଦଳାଇ,ଦ୍ୱାରିକନାଥ ସାନଙ୍ଗୀ,ବିପିନବିହାରୀ ସା,ବହନ ଭାଇ ଗୌତମ ଜେନା,ରାଜୀବ ଲୋଚନ ନାୟକ ଗୁରୁମା ଶ୍ରୀମତୀ ଯୋତିର୍ମୟୀ ବେହେରା,ପ୍ରତିମା ରାଉତ,ସସ୍ମିତା ପଣ୍ଡା, ଭାରତୀ କର,କାଞ୍ଚନ ବେହେରା,ଜୟନ୍ତୀ ପ୍ରଧାନ,କୁମୁଦୁନି ପାଢି , ବନିତା ସାହୁ,କୁନି ଦାସ, ଇତ୍ୟାଦି ଙ୍କ ସହଯୋଗରେ ବୃକ୍ଷ୍ୟ ରୋପଣ କରାଯାଇ ଥିଲା l
ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ

You may have missed