August 25, 2026

ମୋହନା ବ୍ଲକ ପାଣିଗଣ୍ଡା ପଞ୍ଚାୟତ ରେ ବଜ୍ରପାତ ରେ ୧୩ ଟି ବଳଦ ମୃତ .

IMG-20260629-WA0040
Share

ମୋହନା( ଜୁନେସ ଶବର)ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ଗ୍ରାମ ପଞ୍ଚାୟତ କନ୍ଦ କିଆରୀ ଗ୍ରାମରେ ଅଦିନିଆ ବର୍ଷା ସହ ବଜ୍ରପାତ ଘଟି ପଡିଆ ରେ ଚରୁଥିବା ସମୟରେ ମୃତ୍ୟୁ ବରଣ କରିଛନ୍ତି। ଏହି ଗୁଡିକ ଗରିବ ଜନସାଧାରଣ ଙ୍କ ହୋଇ ଥିବାରୁ କ୍ଷତି ପୂରଣ ଦାବୀ କରିବା ସଙ୍ଗେ ପୁଇଁଙ୍ଗା ମୁଠାମାଝୀ (୫୦)ବର୍ଷ ଗୁରୁତର ଥିବା ଜଣାପଡିଛି।