August 25, 2026

ଶ୍ରାବଣ ଶେଷ ସୋମବାର , ଜଳାଭିଷେକ ପାଇଁ ଶୈବପୀଠରେ କାଉଡିଆଙ୍କ ଭିଡ

IMG-20230828-WA0022
Share

ଶ୍ରାବଣ ଶେଷ ସୋମବାର , ଜଳାଭିଷେକ ପାଇଁ ଶୈବପୀଠରେ କାଉଡିଆଙ୍କ ଭିଡ
ବୁଗୁଡ଼ା : ତା ୨୮/୦୮/୨୩ : ସ୍ଥାନୀୟ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ଶ୍ରାବଣ ମାସର ଶେଷ ସୋମବାର ଦିନ କାଉଡିଆଙ୍କ ଭିଡ ଦେଖବାକୁ ମିଳିଛି ।ବୁଗୁଡା ଏବଂ ବାହାର ଅଞ୍ଚଳର ଦଳ ଦଳ କାଉଡିଆ ରୁଷିକୁଲ୍ୟା ନଦୀରୁ ଜଳ ଘେନି ପଦଯାତ୍ରାରେ ବୋଲବମ୍ ଡାକ ଦେଇ ବୁଦ୍ଧଖୋଲରେ ପହଞ୍ଚି ସେଠାରେ ପଞ୍ଚଶମ୍ଭୁଙ୍କଠାରେ ଜଳାଭିଷେକ କରିଛନ୍ତି । ଅନରୂପ ଭାବେ ଏଠାକାର ଅନ୍ଯତମ ଶୈବପୀଠ କୁବେରେଶ୍ବରଠାରେ ମଧ୍ୟ ବହୁ କାଉଡିଆ ଜଳାଭିଷେକ କରିଛନ୍ତି ।

You may have missed