May 10, 2026

ଉମରକୋଟ ବ୍ଲକ କାର୍ଯ୍ୟଳୟରେ ନୂତନ ବିଡ଼ିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା……….

IMG-20250328-WA0008
Share

 

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ବ୍ଲକ କାର୍ଯ୍ୟାଳୟରେ ନୂତନ ବିଡ଼ିଓ ଭାବେ ଯୋଗଦେବା ପରେ ଉମରକୋଟ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି | ଉକ୍ତ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ସଂଖ୍ୟାଲଘୁ ଜିଲ୍ଲା ସଭାପତି ପବିତ୍ର ଗରଡା, ସାଂସଦ ପ୍ରତିନିଧି ବାସନ୍ତୀ ମାଝୀ, ବିଧାୟକ ପ୍ରତିନିଧି ସନା ମାଝୀ, କମଳୁ ମାଝୀ, ହରି ହରିଜନ, ଦିନେଶ ବିଶ୍ୱାସ, ଈଶ୍ୱର ଭତରା, ବୁଦ୍ରୁ ଭତରା ପ୍ରମୁଖ ଉପସ୍ଥିତ ରହି ବିଡ଼ିଓଙ୍କୁ ସ୍ୱାଗତ ଜଣେଇବା ସହ ବ୍ଲକର ବିଭିନ୍ନ ମୌଳିକ ସମସ୍ୟା ଉପରେ ଆଲୋଚନା କରିଛନ୍ତି |ବିଡ଼ିଓ ମହାଶୟ ମଧ୍ୟ ଅଂଚଳର ସମସ୍ତ ସମସ୍ୟା ଶୁଣି ସାରିବା ପରେ ଆଗାମୀ ଦିନରେ ସମସ୍ତ ସମସ୍ୟା ଗୁଡିକର ସମାଧାନ କରିବା ନେଇ ପ୍ରତିଶୃତି ଦେଇଛନ୍ତି |