April 26, 2026

ବାସନ୍ତୀ ପୂଜା ପାଇଁ ଉତ୍ସବମୁଖର କେନ୍ଦୁଖୁଣ୍ଟା 

IMG-20260327-WA0011
Share

 

ବାଲେଶ୍ଵର‌( ଦେବାଶିଷ ଦାଶ )

ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ କେନ୍ଦୁଖୁଣ୍ଟା ଗାଁ ରେ ମା ଆରାଧ୍ୟ ଦେବୀ ପନ୍ଥେଇମଙ୍ଗଳା ଙ୍କ‌ ମହାଷ୍ଟମୀ ପୂଜା ବେସ୍ ଧୁମ୍ ଧାମରେ ଅନୁଷ୍ଠିତ ହୋଇଯାଇଛି । ରଙ୍ଗୀନ୍ ଆଲୋକ ମାଳା ସାଜସଜ୍ଜା ସାଙ୍ଗକୁ ଝଲସୁଛି ସୁନ୍ଦର ମା ଙ୍କ ମନ୍ଦିର ରିତି ନିତି ଓ ପରମ୍ପରା ଅନୁସାରେ ମା ପନ୍ଥେଇମଙ୍ଗଳା ଙ୍କ ପୂଜାର୍ଚ୍ଚନା ବି ଚାଲିଛି,

ଓଡିଆ ସଂସ୍କୃତି ର ପର୍ବ ତଥା

ଷଷ୍ଠୀ ‌ଦିନ ଘଟ ଉତ୍ତୋଳନ କରି ୪ ଦିନ ଧରି ମା ପନ୍ଥେଇମଙ୍ଗଳା ଙ୍କ‌ ପାଖରେ ନାମ ସଂକୀର୍ତ୍ତନ ଓ ହଜାର‌ ହଜାର ଦେବା ଦେବୀ ଙ୍କ ନାମରେ ହୋମ ହୋଇ ଚଣ୍ଡି ପାଠ ପଢାଯାଏ,,

ଆଜି‌ ମା ଆରାଧ୍ୟ ଦେବୀ ପନ୍ଥେଇମଙ୍ଗଳା ଙ୍କ‌ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି ଏହି ବିଶାଳ ମହାଷ୍ଟମୀ ପୂଜା ରେ ରିତି ନିତି ଅନୁସାରେ ଅନୁଷ୍ଠିତ ହୋଇଥିବା ବେଳେ ଲୋକମାନେ ଆସି ମାଁ ଙ୍କ‌ ପାଖରେ ଡଲା ଲଗାଇ‌ଥାନ୍ତି .

ଆଜି ମହାଷ୍ଟମୀ ପୂଜା ରେ ମନ୍ଦିରର ମୁଖ୍ୟ ପୂଜକ ଏବଂ ନାମୀଦାମୀ ପଣ୍ଡିତ ଏବଂ ସମସ୍ତ ମେମ୍ବର ‘ ମା ପନ୍ଥେଇମଙ୍ଗଳା ପୂଜାର୍ଚ୍ଚନା ରେ ଥିବା ବେଳେ ହୋମ ଯଜ୍ଞ ଚାଲୁଅଛି ..