ମେଲଛାମୁଣ୍ଡା ଗ୍ରାମ ରେ ନୂତନ ବୁଥ୍ କମିଟି ଗଠନ

ପଦ୍ମପୁର : (ଜୟନ୍ତ କୁମାର ସେଠ) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ପଞ୍ଚାୟତ ମେଲଛାମୁଣ୍ଡା ଗ୍ରାମ ର 6.7.8ନମ୍ବର ବୁଥ୍ ରେ ନୂତନ ବୁଥ୍ କମିଟି ଗଠନ କରାଗଲା l ମେଲଛାମୁଣ୍ଡା ପଞ୍ଚାୟତ ବିଜେଡି ସଭାପତି ଶ୍ରୀଯୁକ୍ତ ଠାକୁର ପ୍ରସାଦ ପଣ୍ଡା ଙ୍କ ନେତୃତ୍ୱ ରେ ନୂତନ କମିଟି ଚୟନ କରାଯାଇଥିଲା l ସର୍ବସମ୍ମତି କ୍ରମେ ମେଲଛାମୁଣ୍ଡା କମିଟି ର ସଭାପତି ଭାବେ ଶ୍ରୀଯୁକ୍ତ ବିଜୟ କୁମାର ଭୋଏ ଓ ସମ୍ପାଦକ ଭାବେ ଶ୍ରୀଯୁକ୍ତ ଠାକୁର ସେଠ ଙ୍କୁ ପ୍ରସ୍ତାବ ରେ ଅନୁମୋଦନ କରାଗଲା l ବୈଠକ ରେ ବିଜୟ କୁମାର ଭୋଏ, ଦିଲୀପ କୁମାର ପଧାନ, ଗୋବର୍ଦ୍ଧନ ବାରିକ, ଦିଲୀପ ପାଞ୍ଚଭଜା, ବୃନ୍ଦାବନ ମାଝୀ, ସୁମନ୍ତ ଜାଲ, ସନୁ ମହାନନ୍ଦ, ହିରଧାନ ଷlଣ୍ଢ, ଦୀପ୍ତି ବାରିକ, ରାଧାକାନ୍ତ ବାରିକ, ବୁଟି ପାଣ୍ଡେ, ଠାକୁର ସେଠ, ବନମାନୀ ପାଣ୍ଡେ, ରବି ବନଛୋର, ସମୀର ପଧାନ, ଭୁବନେ ବାରିକ,ଅରକ୍ଷିତ ମହାନନ୍ଦ,ବୈଶାଖୁ ନାଗ, ଗୋବିନ୍ଦ ବାରିକ,ହେମସାଗର ଏବଂ ମେଲଛାମୁଣ୍ଡା ଜନ କଲ୍ୟାଣ ପରିଷଦ ର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ l ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ରେ ଦଳ ଲୋକ ଙ୍କ ପାଇଁ କାମ ଓ ସେବା କରି ପୂର୍ଣ୍ଣମାତ୍ରା ରେ ବିଜୟ ହେବ ସେହି ବିଷୟରେ ଅଳଚନା କରାଯାଇଥିଲା l
