June 14, 2026

ଜ଼ିଲ୍ଲାପାଳ ଙ୍କ କୋଟପାଡ଼ ଗସ୍ତ

IMG-20250826-WA0033
Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଅଞ୍ଚଳର ସୁଦକ୍ଷା ସିଲେଇ କେନ୍ଦ୍ର. ଢ଼ାମଣାହାଣ୍ଡି ହାଇ ସ୍କୁଲ. ହ୍ୟାଣ୍ଡଲୁମ କେନ୍ଦ୍ର. ସମେତ ବିଭିନ୍ନ ଅଞ୍ଚଳ ଜ଼ିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଗସ୍ତ କରିଥିଲେ.ତହସିଲଦାର ଟ୍ୱଙ୍କିଲ ସେଠୀ. ବିଡ଼ିଓ ସନ୍ଧ୍ୟା ସମରଥ. ନିର୍ବାହୀ ଅଧିକାରୀ କୋମଲେସ ମହନ୍ତ ଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାମ ବିଷୟ ରେ ଆଲୋଚନା କରିଥିବାର ଜଣାଯାଇଛି.ନକଲି ସାର ବିକ୍ରି କୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ I ଏହା ଜ଼ିଲ୍ଲା ପାଳଙ୍କ ଯୋଗଦାନ ପରେ ପ୍ରଥମ ଗସ୍ତ ହୋଇଥିବାରୁ ସମସ୍ତ ଅଧିକାରୀ ମାନେ ପୁଷ୍ପ ଗୁଚ୍ଛ ଦେଇ ସୂବେଚ୍ଛା ଜଣାଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସିଡିଓ ବେଣୁଧର ଶବର. ଓଏଲଏମ ମୁଖ୍ୟ ଗୁପ୍ତ ମାଝୀ.ଶ୍ରୀମତୀ ଦନ୍ତି ମହନ୍ତ. ବିଡ଼ିଓ. ତହସିଲଦାର. ନିର୍ବାହୀ ଅଧିକାରୀ ଙ୍କ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.