ରାସ୍ତା କାମ କଲେ ବୁଢା ଦେଓ ଯୁବକ ସଂଘ ଓ ଛାତ୍ର
ପାଇକମାଲ : (ଜୟନ୍ତ କୁମାର ସେଠ) ବରଗଡ଼ ଜିଲ୍ଲାର ପାଇକମାଳ ବ୍ଳକ ଅଧିନ ରେ ଥିବା ଜାମସେଠ ଗ୍ରା ପ ଅନ୍ତର୍ଗତ ଚେରଙ୍ଗାଝାଞ୍ଜ ଗ୍ରାମ ର ଜୟ ଵୁଢା଼ଦେଓ ଯୁବକ ସଂଘ ର ସଭାପତି ଙ୍କ ନେତୃତ୍ୱରେ ବସ୍ତି ରୁ ଦର୍ଲିପଡା ରାସ୍ତା ମରାମତି କରିଥିଲେ। ପୂର୍ବରୁ ପ୍ରଶାସନ କୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି ନ ଶୁଣିବାରୁ କାଦୁଅ ପଚ୍ ପଚ୍ ରାସ୍ତା କୁ ଯୁବକ ସଂଘ ସଭ୍ୟମାନେ ନିଜ ଉଦ୍ୟମରେ ଚାନ୍ଦା ସଂଗ୍ରହ କରି ମରାମତି କରିଥିଲେ। ଏଥିରେ ଶ୍ରୀ କ୍ଷିତରାଜ ଗଇଁତା, ମଳୟ ଗଇଁତା,ମନ ଗଇଁତା ,ଗୁଡ୍ଡୁ ଗଇଁତା , ସାନ ଗଇଁତା , କୈବଲ୍ୟମାଝୀ , ମଣ୍ଟୁମାଝୀ,କୁଣ୍ଟୁ ଗଇଁ ତା,ମଙ୍ଗଳମାଝୀ, ଛବିଲ ଗଇଁତା ,ମନୋଜମାଝୀ ,ଗୁଣ ମାଝୀ,ଜିତୁ ମାଝୀ,ମଦନ ଗଇଁତା, ବିକ୍ରମ ଗଇଁତା ,ସରୋଜ ଗଇଁତା,ମାହି ଗଇଁତା, ସମିର ଗଇଁତା, ଆକାଶ,ରଜତ ଗଇଁତା ଓ ଅନ୍ୟ ସଭ୍ୟମାନେ ସାହାଯ୍ୟ କରିଥିଲେ।
