ଜାଂଗେଡ ଖେଳପଡିଆରେ ଫୁଟବଲ ଟୁଣ୍ଟାମେଣ୍ଟ
ବରଗଡ,(ସୁରେନ୍ଦ୍ର କଠାର)
ଦୁଇ ଦିନ ଧରି ଦିବସୀୟ ଫୂଟବଲ ଟୁର୍ନାମେଣ୍ଟ ଜାଂଗେଡ ଖେଳପଡିଆରେ ଅନୁଷ୍ଠିତ ହୋଇଥିଲା ଏଥିରେ ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ ଏହା ମଧ୍ୟ୍ୟରୁ କୁର୍ଲା ଦଳ ଓ ଦେବା ଏକାଦଶ ଦଳ ମଧ୍ୟ୍ୟରେ ଫାଇନାଲ ହୋଇ ଥିଲା ଟ୍ରେବେକାର ରେ 4:3 ଗୋଲ ରେ ଦେବା ଏକାଦଶ କୁ ପରାଜିତ କରି ଚମ୍ପିୟାନ ହୋଇ ଥିଲେ ଏହି ଖେଳ କୁ ପ୍ରଦୀପ ଦାଶ,ପ୍ରଦୀପ ପ୍ରଧାନ, ପଙ୍କଜ ମିର୍ଦ୍ଧା, ପରିଚାଳନା କରି ଥିଲେ ! ଏଥିରେ ମୁଖ୍ୟ ଅଥିଥି ଭାବେ ଜାଂଗେଡ଼ ସରପଞ୍ଚ ଭାଗବତୀଆ ସିଂହ, ମୁଖ୍ୟ ବକ୍ତା ପୂବତନ ଶିକ୍ଷକ ଛାଲୁ ବୁଡ଼େକ, ସମ୍ମାନିତ ଅତିଥି ବିବେକାନନ୍ଦ ମିଶ୍ର, ଅକ୍ଷୟ ଭୁଏ
N. ସତ୍ୟବାବୁ,ସଂସାର ପ୍ରଧାନ, ଲକ୍ଷପତି ନଏକ,ଇରବାବୁ,ବିକାଶ ଗାର୍ଡତୀୟ, ପୂର୍ବତନ ଖେଳାଳି ଗୋକୁଳ ମିର୍ଦ୍ଧା, ଫଗୁଣୁ ମିର୍ଦ୍ଧା ନରେନ୍ଦ୍ର ସାହୁ ପାଣ୍ଡବ ନାଏକ ଖେଳାଳି ମାନଙ୍କୁ କରମର୍ଦନ କରି ଉଷାହିତ କରି ଥିଲେ ଏହିଖେଳାକୁ ଗୁଣନିଧି ଭୋଏ, ଅରବିନ୍ଦ ଭୋଇ,ମୁନା ନାଏକ ରଜତ ନାଏକା, ଗୋପୀନାଥ ମିର୍ଦ୍ଧା, ସୁଦାମ ଭୁଏ, ବିକାଶ ସାହୁ ଆୟୋଜନ କରି ଥିଲେ
ବେଷ୍ଟ ଗୋଲ କିପର କୁର୍ଲା ଦଳ ର ଲଡ଼ୁ ଓ ଦେବା ଏକାଦଶ ର ମୁକେଶ ସାହୁ ଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ ହୋଇ ଥିଲେ
