April 18, 2025

ଅଙ୍ଗନୱାଡି ବିଭାଗ ଦ୍ୱାରା ବୃକ୍ଷ ରୋପଣ

Share

ଅଙ୍ଗନୱାଡି ବିଭାଗ ଦ୍ୱାରା ବୃକ୍ଷ ରୋପଣ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ର ଆଇସିଡ଼ିଏସ କାର୍ଯ୍ୟାଳୟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି. ବ୍ଲକର ଆସନା ଗୁଆଳି ଚିତ୍ରା ସମେତ ବିଭିନ୍ନ ଗ୍ରାମ ରେ ଦୁଇ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ ରେ ସି ଡି ପି ଓ ଶ୍ରୀମତୀ ସୁମିତ୍ରା ଦେବୀ ତ୍ରିପାଠୀ ଏବଂ ସୁପରଭାଇଜର ପଦ୍ମିନୀ ପଟ୍ଟନାୟକ ଙ୍କ ସମେତ ବହୁ କୁନି କୁନି ପିଲା ଙ୍କୁ ନେଇ ପଞ୍ଚାୟତ ଓ ଅଙ୍ଗନୱାଡି କେନ୍ଦ୍ର ମାନଙ୍କ ରେ ବୃକ୍ଷ ରୋପଣ କରିଥିଲେ. ଗଛ ଲଗେଇବା ଦ୍ୱାରା ପରିବେଶ ଭଲ ରହିବା ସହ ତାହାର ଉପକାରିତା ବିଷୟ ରେ ଶ୍ରୀମତୀ ତ୍ରିପାଠୀ ଉପସ୍ଥିତ ଭଦ୍ର ବ୍ୟକ୍ତି ଙ୍କୁ ପରାମର୍ଶ ପ୍ରଦାନ କରିଥିଲେ କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I