April 26, 2026

ଠକେଇର ଶିକାର ହୋଇଥିବା ଅପାମରାର ମହିଳାମାନେ ଭେଡେନ ଥାନାରେ ଏତଲା ଦେଲେ 

IMG-20251023-WA0104
Share

 

ସଫେଇ ମିଛ ଚାକିରୀ ନାମରେ ପଶ୍ଚିମ ଓଡ଼ିଶାର ଦଳିତବର୍ଗର ଲୋକଙ୍କ ଠାରୁ ୧୨୦୦୦ ଟଙ୍କା ଲେଖାଏଁ ସଫେଇ ଚାକିରୀ ନାମରେ ବହୁତ ଲୋକମାନେ ଠକେଇ ର ଶିକାର ହୋଇଛନ୍ତି ।

ଭେଡ଼େନ୍ ବ୍ଳକ୍ ର ବକ୍‌ଟି ଗ୍ରାମପଞ୍ଚାୟତ ଠକ ର ଶିକାର ନହେବା ପାଇଁ ସଚେତନ କରିବା ସତ୍ତ୍ବେ ବି , ପ୍ରାୟ ୧୦୦ ଜଣ ରୁ ଅଧିକ ୧୨୦୦୦ ଟଙ୍କା ଲେଖାଏଁ ଚାକିରୀ ପାଇଁ ଲାଞ୍ଚ ଦେଇଛନ୍ତି, l ଆଜି ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ଭେଡେନ ଥାନା ଅପାମରା ହରିଜନ ପଡା ର ଠକର ଶିକାର ହୋଇଥିବା ୧୪ ଜଣ ମହିଳା ଭେଡେନ ଥାନା ରେ FIR ଦେଇଛନ୍ତି ll