April 26, 2026

ସୋରଡ଼ା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଇଙ୍ଗୀନାଠୀ ଗ୍ରାମପଞ୍ଚାୟତର ଇଙ୍ଗୀନାଠୀ ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ

IMG-20251023-WA0014
Share

ସୋରଡ଼ା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଇଙ୍ଗୀନାଠୀ ଗ୍ରାମପଞ୍ଚାୟତର ଇଙ୍ଗୀନାଠୀ ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବରେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ଯୋଗଦେଲେ |

 

ଶିକ୍ଷା ବିଭାଗଦ୍ଵାରା ଆୟୋଜିତ ହୋଇଥିବା ଏହି ଉଚ୍ଚକୋଟୀର କାର୍ଯ୍ୟକ୍ରମ ବହୁ ପ୍ରଶଂସନୀୟ। ଉକ୍ତ କାର୍ଯ୍ୟକ୍ରମ ରେ ଦକ୍ଷତା ସମ୍ପନ୍ନ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କଲେ । ପିଲାବେଳୁ ଯଦି ଅନ୍ତର୍ନିହିତ ଜ୍ଞାନର ବିକାଶ ବା ପରିପ୍ରକାଶ ହୁଏ ତାହେଲେ ଏକ ଉଜ୍ବଳ ଭବିଷ୍ୟତର କାମନା କରିପାରିବା।ସୋରଡ଼ା ରୁ ସଞ୍ଜୟ କୁମାର ସେଠିଙ୍କ ରିପୋର୍ଟ