June 15, 2026

ସୀତାପୁର ଗ୍ରାମରେ ବିପୁଳ ପରିମାଣର ବାଣ ଜବତ 

IMG-20241023-WA0046
Share

 

 

କାଶୀନଗର (ଅନନ୍ତ ଆପଟ )

ତା 23/10/24

 

କାଶୀନଗର ଥାନା ଅନ୍ତର୍ଗତ ସୀତାପୁର ଗ୍ରାମ ଠାରେ ଗତକାଲି ସଂଧ୍ୟରେ ବିପୁଳ ପରିମାଣର ବାଣ ପୋଲିସ ଜବତ କରିଛି. ସୂଚନା ମୁତାବକ କୌଣସି ସୂତ୍ରରୁ କାଶୀନଗର ଥାନା ଅଧିକାରୀ ସୀତାପୁର ଗ୍ରାମରେ ଆଗକୁ ଦୀପାବଳି ଥିବାରୁ ବିକ୍ରି କରିବା ପାଇଁ ବିଭିନ୍ନ ପ୍ରକାର ବାଣ ଆଣି ଗଛିତ ରଖିଥିଲେ. କାଶୀନଗର ଥାନା ଅଧିକାରୀ ନିଜ କର୍ମଚାରୀଙ୍କ ସହ ତୁରନ୍ତ ସେଠାରେ ପହଂଚି ସେ ସବୁ ବାଣ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 70 ହଜାର ହେବ ଜବତ କରି 163/24 ଓ 164/24 ରେ ଦୁଇଟି ମାମଲା ରୁଜୁ କରିଛି.

You may have missed