September 29, 2024

Day: September 23, 2024

ଆଇଆଇଏମର ଦଶମ ପ୍ରତିଷ୍ଠା ଦିବସ:ସମ୍ବଲପୁରରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପଦ୍ଧତିକୁ ବଦଳାଇବ ଏଆଇ: ପ୍ରଫେସର ମହାଦେବ ଜୟସ୍ୱାଲ

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ)ଦେଶର ଅନ୍ୟତମ ପ୍ରମୁଖ ମ୍ୟାନେଜମେଣ୍ଟ ଅନୁଷ୍ଠାନ ଆଇଆଇଏମ୍ ସମ୍ବଲପୁରରେ ଏଆଇକୁ ବ୍ୟାପକ ଭାବେ ପ୍ରଚଳନ କରିବାକୁ ଘୋଷଣା କରାଯାଇଛି ଯାହା ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ...

ଉମରକୋଟ ରେ ତେନ୍ତୁଳିଖୁଣ୍ଟି ଦୁଷ୍କର୍ମ ଘଟଣା ରେ ବିଜେଡି ର କେଣ୍ଡେଲ ଜାଳି ନୀରବ ପ୍ରତିବାଦ………..

  ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟି ବ୍ଲକ ର କଣ୍ଟାଗାଁ ଠାରେ ଘଟିଥିବା ନାବାଳିକାକୁ ପ୍ରଥମେ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ମୃତ...

ବିଶ୍ଵ ପ୍ରତିଯୋଗିତା ଫ୍ରାନ୍ସ ଠାରେ ରୌପ୍ୟ ପଦକ ଜିତି ଦେଶ ପାଇଁ “ଗୌରବ ସମ୍ମାନ” ଆଣିଲେ ଗଜପତି ଜିଲ୍ଲାର ଜି.ଅଖିଲ

  ଗଜପତି --ଫ୍ରାନ୍ସର ଲିଅନ ଠାରେ ଅନୁଷ୍ଠିତ ୪୭ ତମ ବିଶ୍ଵ ସ୍ତରୀୟ ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ଗେଦେଲା ଅଖିଲ ଅଂଶଗ୍ରହଣ କରି ସଫଳତାର ସହ ନିଜର...

ଶିକ୍ଷକ ମନୋରଞ୍ଜନ ତ୍ରିପାଠୀଙ୍କ ଦେହାନ୍ତ 

ବୁଗୁଡା ବ୍ଲକ ସୋରଡ ଗ୍ରାମସ୍ଥ ଶ୍ରୀ ବାଲୁଙ୍କେଶ୍ବର ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ମନୋରଞ୍ଜନ ତ୍ରିପାଠୀ(୪୧)ଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ଯକୃତ ସମସ୍ଯା ଯୋଗୁଁ ସେ...

କଲ୍ୟାଣସିଂପୁର ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ l 

ରାୟଗଡ଼ : ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ କଲ୍ୟାଣ ସିଂପୁର ବ୍ଲକ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଶ୍ରୀମତୀ...

ଶ୍ରମ କୋର୍ଡ଼କୁ ବାତିଲ ଦାବିରେ 23 ସେପ୍ଟେମ୍ବର କୁ କଳା ଦିବସ ରୂପେ ପାଳନ  

  ରାୟଗଡା : ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ଆଜି 23.09.2024 ରେ ରାୟଗଡା ଡାକବଙ୍ଗଳା ଠାରୁ ଏକ ଶୋଭାଯାତ୍ରା ବାହାରି ଜ଼ିଲ୍ଲା ଶ୍ରମ କାର୍ଯ୍ୟାଳୟ ଠାରେ...

ବ୍ଲକ ସ୍ତରୀୟ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ 

ବୁଗୁଡା : ତା ୨୩/୦୯/୨୪ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲରେ ବୁଗୁଡା ବ୍ଲକ ସ୍ତରୀୟ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କାଳି ଚରଣ...

ଅଖିଳ ଭାରତୀୟ ଗୋଁଣ୍ଡ ସମାଜ ରାଜବୋଡା ସମ୍ବର ବ୍ଲକ ସ୍ତରୀୟ ନୁଆଁଖାଇ ଭେଟଘାଟ 

  ପଦ୍ମପୁର : 22.09(ଜୟନ୍ତ କୁମାର ସେଠ)ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ସମାଜ ର ଷଢ଼ବଂଶୀୟ ଗୋଁଣ୍ଡ ସମାଜ ରାଜବୋଡା ସମ୍ବର ବ୍ଲକ ଆୟୋଜନ ସମିତି ତରଫରୁ...

କୁଲତା ସମାଜ ର ବ୍ଳକ ସ୍ତରୀୟ ନୂଆଁଖାଇ ଭେଟ୍ ଘାଟ୍ 

ଝାରବନ୍ଧ - (ଜୟନ୍ତ କୁମାର ସେଠ) ବରଗଡ଼ ଜିଲ୍ଲା ଝାରଵନ୍ଧ ବ୍ଲକ ଅନ୍ତର୍ଗତ ବିଳାସପୁର ଗ୍ରାମର ଧାନ ମଣ୍ଡି ଠାରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।...

ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲା କରଣ ସମାଜ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ।

  ପାରଳାଖେମୁଣ୍ଡି:୨୩/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ରବିବାର ଦିନ ଦଶଟା ବେଳେ ଗଜପତି କରଣ ସମାଜର...