May 15, 2026

ଉମରକୋଟ ଭାଲୁଗୁଡା ପାର୍କ ଠାରେ  ବଙ୍ଗାଳୀ ସମାଜ ଦ୍ଵାରା ଗଛ ଲଗା କାର୍ଯ୍ୟକ୍ରମ ଅନୁଷ୍ଠିତ………

IMG-20240723-WA0000
Share

 

ଉମରକୋଟ:- (ଏମ.ଦିନା°ଶୁ ଆଚାରୀ)ଉମରକୋଟ ଭାଲୁଗୁଡା ପାର୍କ ଭିତରେ ଗଛ ଲଗା କାର୍ଯକ୍ରମ ଥିଲା । ଉମରକୋଟ ଅବସର ପ୍ରାପ୍ତ ଉତ୍କଳୀୟ ବଙ୍ଗାଳୀ ସମାଜ ଦ୍ଵାରା ଏହା ଆୟୋଜନ କରା ଯାଇଥିଲା

ଚମ୍ପା ସିତଫଳ, ଦେବ୍ଦାରୁ, କରଞ୍ଜ, ଓଳା ଇତ୍ୟାଦି ଗଛ ଲଗା ଗଲା

ଏଥିରେ ଶ୍ରୀ ତପନ ପାଲ୍ ମନ୍ମମଥ ରାୟ,ସୁନିଲ କିର୍ତାନିଆ, ରଞ୍ଜିତ ମଣ୍ଡଳ, ରମେଶ ବିଶ୍ଵାସ,ବିନୟେ ସର୍ଦ୍ଦାର, ନରେନ୍ ମଣ୍ଡଳ, ପ୍ରୋଭାତ୍ ଗାଇଁନ ନିମାଇ ଦାସ, ଅବିନାଶ ଦାସ, ଦୁଲାଲ ମଣ୍ଡଳ, ଆକୁମାର ଯୋଦ୍ଦର୍,ପୂର୍ଣ୍ଣ ସେନଗୁପ୍ତ ଶଙ୍କର ମିସ୍ତ୍ରୀ ଆଦି ଓ ଅନ୍ୟ ମାନେ ଉପଥିତ୍ ଥିଲେ। ଭବିଶ୍ୱତରେ ଅପୋରି ସମାଯୋର୍ ଉନ୍ନତି ,ପରିବେଶ ସୁରକ୍ଷା ,ଇତ୍ୟାଦି କାମ ଏହି ଅବସର ପ୍ରାପ୍ତ ସମାଜ ଦ୍ଵାରା କରିବା ପାଇଁଁ ସମସ୍ତେ ସପଥ ନେଲେ। ଓ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟ କ୍ରମ ସମାପ୍ତ କରା ଗଲା।