May 10, 2026

ମୁକୁଳା ଟ୍ରାସଂଫରମର ସଂସ୍ପର୍ଷରେ ଆସି ଗାଈ ମୃତ

IMG-20250323-WA0003
Share

 

 

ହାଟଡିହି ତା ୨୨/୦୩ : ହାଟଡିହି ବ୍ଲକ ଓରାଳି ଗ୍ରମରେ ମୁକୁଳା ଟ୍ରାସଂଫରମର ସଂସ୍ପର୍ଷରେ ଆସି ଗାଈ ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ଗ୍ରାମର ପ୍ରମୋଦ ଜେନା ଙ୍କ ଏହି ଗାଇଟି ସକାଳୁ ସକାଳୁ ଚରିବାକୁ ଆସିଥିବା ବେଳେ ଏହି ମୁକୁଳା ଟ୍ରାସଂଫରମରସଂସ୍ପର୍ଷରେଆସି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ଏହାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ସମସ୍ତ ଟ୍ରାସଂଫରମର ଚାରିପଟେ ସୁରକ୍ଷା ବାଡା ନିର୍ମାଣ କରାଯାଉ ଥିବାବେଳେ ଏଠାରେ କାହିଁକି ମୁକୁଳା ପଡିଛି ବୋଲି ଗ୍ରାମବାସୀ ମାନେ ପ୍ରଶ୍ନ କରିଛନ୍ତି। ବିଭାଗ ପକ୍ଷରୁ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି ହେଉଛି।