ପାରଳାଖେମୁଣ୍ଡି ପୋଲିସ କୁ ମିଳିଛି ବଡ଼ ସଫଳତା ଦୁଇ ଚୋର ଗିରଫ……ସ୍ପଷ୍ଟ ଦିବା ଲୋକରେ ଚୋରି ଉଦ୍ୟମ ବିଫଳ
ପାରଳାଖେମୁଣ୍ଡି:୨୨/୧୧(ଗରୁଡ ଧ୍ୱଜ ଚୌଧୁରୀ) ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ଦିନରେ ଚୋରି କରୁଥିବାବେଳେ ୨ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।ପାରଳାଖେମୁଣ୍ଡି ଆଦର୍ଶ...
