June 21, 2026

ତମୁସିଂ ଗ୍ରାମରେ ବିଧାୟକ ଙ୍କ ଦ୍ଵାରା କମ୍ୟୁନିଟ ହଲ ଉଦଘାଟିତ ..

IMG-20251122-WA0010
Share

 

 

ପାରଳାଖେମୁଣ୍ଡି(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକର ତରଙ୍ଗଡ଼ା ପଞ୍ଚାୟତ ଅନ୍ତର୍ଗତ ତମୁସିଂ ଗ୍ରାମ ଠାରେ ଏକ ନୂତନ କମ୍ୟୁନିଟି ହଲ ଏବଂ ରାସ୍ତାର ଶୁଭ ଉଦଘାଟନ କଲେ ମାନ୍ୟବର ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ।ଏହି ଉଦଘାଟନି କାର୍ଯ୍ୟକ୍ରମ ରେ ବିଧାୟକ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ,ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ,ଗୁମ୍ମା ବ୍ଲକ ଉପାଧ୍ୟକ୍ଷ ଶ୍ରୀନିବାସ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଲେରାମ ମାରାଣ୍ଡି ପ୍ରମୁଖ ଙ୍କ ଉପସ୍ଥିତରେ କୋଠ ଘର ଉଦଘାଟିତ ହୋଇଥିବା ଜଣାପଡିଛି।