November 26, 2024

Day: September 22, 2024

ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ 

    ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ସମ୍ବଲପୁର ମନ୍ଦେଲିଆ ପଡିଆ ଠାରେ ରାଜ୍ୟ ସରକାର ଙ୍କ ୧୦୦ ଦିନ ପୂର୍ତ୍ତି ପାଳନ ଉପଲକ୍ଷେ ଆୟୋଜିତ ବିକାଶ ମେଳା ରେ...

ବୁଗୁଡ଼ା-କରସିଙ୍ଗି ରାସ୍ତା ପାଲଟିଛି ମରଣଯନ୍ତା , ପ୍ରତିକାର ଦାବି 

ବୁଗୁଡ଼ା : ତା ୨୨/୦୯/୨୪ : ବୁଗୁଡା-କରସିଙ୍ଗି ରାଜରାସ୍ତାର କେତେକ ସ୍ଥାନ ଖାଲଖମାରେ ପରିପୂର୍ଣ୍ଣ ଯୋଗୁଁ ଅନେକ ସମୟରେ ଛୋଟବଡ ଦୁର୍ଘଟଣାମାନ ଘଟୁଥିଲେ ହେଁ ପ୍ରଶାସନିକ ଉଦାସୀନତା...

ଲାଞ୍ଜିଗଡ଼ରେ ଭୈରବଙ୍କର ଝାମୁଯାତ୍ରା ସମ୍ପନ୍ନ 

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) କଳାହାଣ୍ଡି ଜିଲ୍ଲା ରାଜା ଲାଞ୍ଜିଗଡ଼ରେ ଏଠାକାର ଇଷ୍ଟଦେବ ପ୍ରଭୁ ଅଗ୍ନିଭୈରବ ଓ ବାଲିଭୈରବଙ୍କର ଝାମୁଯାତ୍ରା ସମ୍ପନ୍ନ ହୋଇଯାଇଛି l କେଉଁ...

ଧନୁପାଲି ଦୁର୍ଗାପୂଜା ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା

  ସମ୍ବଲପୁର(ରାଜାରାମ ଷଡ଼ଙ୍ଗୀ): ଚଳିତ ବର୍ଷ ଧନୁପାଲି ସାର୍ବଜନୀନ ଦୁର୍ଗାପୂଜା ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଅବସରରେ ଧନୁପାଲି ଦୁର୍ଗାପୂଜା କମିଟି ଆୟୋଜିତ ସ୍ଥାନୀୟ ଶ୍ରୀ ଗଣେଶ ସରକାରୀ...

ଉମରକୋଟ ଠାରେ ଚାଉଳ କୁ ନେଇ ମିଲ ମାଲିକ ଓ ଷ୍ଟୋରେଜ ଗୋଦାମ ମାଲିକ ମଧ୍ୟ ରେ ଛକାପଞ୍ଝା, ୨୯୦କୁଇଣ୍ଟାଲ ଚାଉଳ ରିଜେକ୍ଟ…….

     ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ)ଚାଉଳ କୁ ନେଇ ମିଲ ମାଲିକ ଓ ଷ୍ଟୋରେଜ ଗୋଦାମ ମାଲିକ ମଧ୍ୟ ରେ  ଛକାପଞ୍ଝା, ୨୯୦ କୁଇଣ୍ଟାଲ ଚାଉଳ ରିଜେକ୍ଟ କରାଯାଇଛି,ଏହିଭଳି...

ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଗୀତା ଆବୃତ୍ତି ପ୍ରତିଯୋଗିତା

    ସମ୍ବଲପୁର, ତା. ୨୨.୯.(ଆନିସ):ଆଜି ସମ୍ବପୁର ପବ୍ଲିକ ଲାଇବ୍ରେରୀ ଠାରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୀତାର ଭକ୍ତି ଯୋଗ କୁ ନେଇ ଏକ ଶ୍ଳୋକ ଆବୃତ୍ତି...

ରାଷ୍ଟ୍ର ନିର୍ମାଣ ରେ ଯୁବପ୍ରସ୍ତୁତି ପ୍ରଶିକ୍ଷଣ

  ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ଆଜି ପୂର୍ବାହ୍ନ ରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ପିଲାଙ୍କ ପାଇଁ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ଦ୍ବାବିଂଶତମ ସପ୍ତାହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ...

ଗଜପତି ଜିଲ୍ଲା ଅନ୍ତର୍ଗତ ଏକ ମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନଗର ଠାରେ ଥିବା ଡାକ ଘର (ପୋଷ୍ଟ ଅଫିସ ) ଯେଉଁ ଠାରେ ଆଧାର ସେବା କେନ୍ଦ୍ର ସେବା ପ୍ରଦାନ କରିବା

କାଶୀନଗର, ଗଜପତି ଜିଲ୍ଲା ଅନ୍ତର୍ଗତ ଏକ ମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନଗର ଠାରେ ଥିବା ଡାକ ଘର (ପୋଷ୍ଟ ଅଫିସ ) ଯେଉଁ ଠାରେ ଆଧାର...

କୁମୁଡାବାଲି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ବାରିକ ନିଲମ୍ବିତ।

    ରାୟଗଡା :ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ ଅନ୍ତର୍ଗତ କୁମୁଡାବାଲି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ସଂଲଗ୍ନ କସ୍ତୁରବା ଗାନ୍ଧୀବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ତଥା...

ଉମରକୋଟ ରେ ବନ ବିଭାଗ ସହିତ କିଛି ସାମ୍ବାଦିକ ଙ୍କ ସହ ମଧୁ ଚନ୍ଦ୍ରିକା………

  ଉମରକୋଟ:- ( ଏମ୍.ଦିନା°ଶୁ ଆଚାରୀ) କିଛି ସାମ୍ବାଦିକ ସହ ମଧୁଚନ୍ଦ୍ରିକା କରି ଖେଳ କରୁଛି ବନ ବିଭାଗ। ସାମ୍ବାଦିକ ଙ୍କୁ ମଧ୍ୟସ୍ଥି କରି ଟଙ୍କା ନେଇ...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.