ଗୋଡଭଗାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନଙ୍କୁ ସ୍ବାଗତ ସମ୍ବର୍ଦ୍ଦନା ପ୍ରଦାନ କଲେ ବିଜେପି କର୍ମୀ
ସୁରେନ୍ଦ୍ର କଠର,ବରଗଡ
ଆଜି ଶନିବାର ପୂର୍ବାହ୍ନ ୧୦ଟାରେ ଅତାବିରା ବ୍ଲକ ଅଧିନ ଗୋଡଭଗା ଛକରେ କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପଧାନକୁ ଅତାବିରା ବିଜେପି କାର୍ଯ୍ୟକର୍ତ୍ତା ପୁଷ୍ଫଗୁଛ ,ଉତ୍ତରୀୟ ଦେଇ ସ୍ବାଗତ ସମ୍ବର୍ଦ୍ଦନା ପ୍ରଦାନ କରିଥିଲେ |ଏହୀ ସ୍ବାଗତ ସମ୍ବର୍ଦ୍ଦନା ସଭାରେ ଅତାବିରା ବିଧାୟକ ନିହାରରଂଜନ ମହାନନ୍ଦ,ମଣ୍ଡଲ ସଭାପତି ନିରୋଜ ବାରିକ,କୃଷ୍ନଚନ୍ଦ୍ର ସାଥୁଆ,ବିକାଶ ଗଡତିଆ ,ପୁଷ୍ଫକ ଗାଇଗରିଆ,ସାଂସଦ ପ୍ରତୀନିଧି ସୁରେନ୍ଦ୍ର ସ୍ବାଇଁ,ନଗର ସଭାପତି ସତୀଶ ଚୌଧୁରୀ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ୍ବର ଶତପଥି,ମଧୁସୂଦନ ଶର୍ମା ପ୍ରମୁଖ ଯୋଗଦେଇଥିଲେ |
