April 23, 2026

Day: April 21, 2026

ଉଦଯାପିତ ହେଲା ୧୫ଏବଂ ୧୭ବର୍ଷରୁ କମ ୨୫ତମ ଅଲ ଇଣ୍ଡିଆ T-20 କ୍ରିକେଟ ଟୁର୍ନାମେଣ୍ଟ

  ଆଜି ପୁରୀ ଜଗନ୍ନାଥ ଷ୍ଟାଡିଅମ ଠାରେ ଅଲ ଇଣ୍ଡିଆ କ୍ରିକେଟ ରିସର୍ଚ୍ଚ ଇନଷ୍ଟିଚୁଟ ( AICRI ) ଆନୁକୂଲ୍ୟରେ ୧୫ବର୍ଷ ଏବଂ ୧୭ବର୍ଷରୁ କମ ୨୫ତମ...

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ ପକ୍ଷରୁ ସ୍କିଲ ଫେଷ୍ଟ ଅନୁଷ୍ଠିତ l ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ ପକ୍ଷରୁ ସ୍କିଲ୍ ଫେଷ୍ଟ ୨୦୨୬ ପୁରୀ ଟାଉନ୍ ହଲ୍ ଠାରେ ଏପ୍ରିଲ୍ ଦୁଇ ଦିନ ପାଇଁ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମରେ ସାରା ଓଡିଶାର ପ୍ରତିଭା ମାନେ ଭାଗ ନେଇଛନ୍ତି, ବିଭିନ୍ନ ବିଭାଗ ଯଥା ଯୋଗ, ବକ୍ତୃତା, ରଚନା, ଚିତ୍ରକଳା,ଭଜନ ନୃତ୍ୟ, ଆଧୁନିକ ନୃତ୍ୟ, ଫ୍ୟାସନ ଶୋ ତଥା ମା ମାନଙ୍କ ର ନୃତ୍ୟ ଇତ୍ୟାଦିରେ ପ୍ରତିଯୋଗୀ ମାନେ ଅତି ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ଚନ୍ଦ୍ରଧ୍ୱଜ ସାହୁ ମଞ୍ଚ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥଙ୍କ ବରିଷ୍ଠ ସେବାୟତ ଶ୍ରୀ ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ପୁରୀ ଅର୍ବାନ କୋଅପରେଟିଭ ବ୍ୟାଙ୍କ୍ ର ଡାଇରେକ୍ଟର ତଥା ଆଡଭୋକେଟ୍ ଡ଼ଃ ପ୍ରଧାନ୍ ଧୀରେନ୍ ରାୟ, ଧୁଡୁ ନୁ ଫାଉଣ୍ଡେସନ ର ସଭାପତି ଶ୍ରୀମତୀ ବନ୍ଦନା ହରିଚନ୍ଦନ,ଆନ୍ତର୍ଜାତିକ ଯୋଗ ଗୁରୁ ଶ୍ରୀଯୁକ୍ତ ଜମ୍ବେଶ୍ଵର ଖୁଣ୍ଟିଆ, ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ନିହାର ରଞ୍ଜନ ବେହେରା, ଯୁବନେତା ତଥା ସମାଜସେବୀ ମହିମା ଜେନା, ସମାଜସେବୀ ଆଇନଜୀବି ଅନିରୁଦ୍ଧ ରାଉତ, ବିଜୁଛାତ୍ର ଜନତା ଦଳ ପୁରୀ ସଭାପତି ରାଜେଶ ରଥ, ଓଡ଼ିଶା ଜନତା ପାର୍ଟି ର ରାଜ୍ୟ ଉପସଭାପତି ତଥା ଟ୍ରଷ୍ଟ ର ଉପସଭାପତି ଶ୍ରୀ ସଂଜୀବ କୁମାର ମହାପାତ୍ର, ବିଶିଷ୍ଟ ଶିକ୍ଷାବିତ ତଥା ଟ୍ରଷ୍ଟ ର ଉପସଭାପତି ଡଃ ନିରଞ୍ଜନ ମିଶ୍ର ଏବଂ ଅନୁଷ୍ଠାନର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତ୍ତରଣ କରିଥିଲେ ଶେଷର ଗ୍ରୁଭ୍ ୟାଡ୍ ର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

  ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ ପକ୍ଷରୁ ସ୍କିଲ୍ ଫେଷ୍ଟ ୨୦୨୬ ପୁରୀ ଟାଉନ୍ ହଲ୍ ଠାରେ ଏପ୍ରିଲ୍ ଦୁଇ ଦିନ ପାଇଁ ଅନୁଷ୍ଠିତ ହୋଇଯାଇଛି, ଏହି...

Read MoreRead more about ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ ପକ୍ଷରୁ ସ୍କିଲ ଫେଷ୍ଟ ଅନୁଷ୍ଠିତ l ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ ପକ୍ଷରୁ ସ୍କିଲ୍ ଫେଷ୍ଟ ୨୦୨୬ ପୁରୀ ଟାଉନ୍ ହଲ୍ ଠାରେ ଏପ୍ରିଲ୍ ଦୁଇ ଦିନ ପାଇଁ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମରେ ସାରା ଓଡିଶାର ପ୍ରତିଭା ମାନେ ଭାଗ ନେଇଛନ୍ତି, ବିଭିନ୍ନ ବିଭାଗ ଯଥା ଯୋଗ, ବକ୍ତୃତା, ରଚନା, ଚିତ୍ରକଳା,ଭଜନ ନୃତ୍ୟ, ଆଧୁନିକ ନୃତ୍ୟ, ଫ୍ୟାସନ ଶୋ ତଥା ମା ମାନଙ୍କ ର ନୃତ୍ୟ ଇତ୍ୟାଦିରେ ପ୍ରତିଯୋଗୀ ମାନେ ଅତି ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ଚନ୍ଦ୍ରଧ୍ୱଜ ସାହୁ ମଞ୍ଚ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥଙ୍କ ବରିଷ୍ଠ ସେବାୟତ ଶ୍ରୀ ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ପୁରୀ ଅର୍ବାନ କୋଅପରେଟିଭ ବ୍ୟାଙ୍କ୍ ର ଡାଇରେକ୍ଟର ତଥା ଆଡଭୋକେଟ୍ ଡ଼ଃ ପ୍ରଧାନ୍ ଧୀରେନ୍ ରାୟ, ଧୁଡୁ ନୁ ଫାଉଣ୍ଡେସନ ର ସଭାପତି ଶ୍ରୀମତୀ ବନ୍ଦନା ହରିଚନ୍ଦନ,ଆନ୍ତର୍ଜାତିକ ଯୋଗ ଗୁରୁ ଶ୍ରୀଯୁକ୍ତ ଜମ୍ବେଶ୍ଵର ଖୁଣ୍ଟିଆ, ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ନିହାର ରଞ୍ଜନ ବେହେରା, ଯୁବନେତା ତଥା ସମାଜସେବୀ ମହିମା ଜେନା, ସମାଜସେବୀ ଆଇନଜୀବି ଅନିରୁଦ୍ଧ ରାଉତ, ବିଜୁଛାତ୍ର ଜନତା ଦଳ ପୁରୀ ସଭାପତି ରାଜେଶ ରଥ, ଓଡ଼ିଶା ଜନତା ପାର୍ଟି ର ରାଜ୍ୟ ଉପସଭାପତି ତଥା ଟ୍ରଷ୍ଟ ର ଉପସଭାପତି ଶ୍ରୀ ସଂଜୀବ କୁମାର ମହାପାତ୍ର, ବିଶିଷ୍ଟ ଶିକ୍ଷାବିତ ତଥା ଟ୍ରଷ୍ଟ ର ଉପସଭାପତି ଡଃ ନିରଞ୍ଜନ ମିଶ୍ର ଏବଂ ଅନୁଷ୍ଠାନର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତ୍ତରଣ କରିଥିଲେ ଶେଷର ଗ୍ରୁଭ୍ ୟାଡ୍ ର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

ଭକ୍ତ ହନୁମାନଙ୍କ ପରିସରରେ ୪୮ପ୍ରହର ମହାସଂକୀର୍ତ୍ତନ

  ଅତ୍ୟାଧୁନିକ ଓ ଅପସଂସ୍କୃତି ରେ ଆଉଟୁପାଉଟୁ ସମାଜ ରେ ସହର ଭିତରେ ଯେ ନାମ ସଂକୀର୍ତ୍ତନ ହୋଇପାରେ,ଏହା ଦଶବର୍ଷ ଧରି ପ୍ରମାଣ କରିଛନ୍ତି ପୁରୀ ଚୂଡଙ୍ଗସାହି...

ଉଦଘାଟିତ ହେଲା ପ୍ରଭୁ ମହାବୀରଙ୍କ ସିଂହାସନ

  ସୋମବାର ପବିତ୍ର ଅକ୍ଷୟ ତୃତୀୟା ତିଥିରେ ପୁରୀ ବଡ଼ଶଙ୍ଖ ସ୍ଥିତ ନିର୍ବାଣୀ ଆଖଡ଼ା ମଠ ଆନୁକୂଲ୍ୟରେ ପ୍ରଭୁ ଶ୍ରୀହନୁମାନଙ୍କ ନୂତନ ସିଂହାସନ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ...

ପବିତ୍ର ଅକ୍ଷୟ ତୃତୀୟା ଦିନ ଭକ୍ତକବି ଜୟଦେବଙ୍କ ଜୟନ୍ତୀ ପାଳିତ 

  ପୁରୀର ସ୍ଥାନୀୟ ଭିଆଇପି ରୋଡ ଜୟଦେବ ଛକରେ ସ୍ଥାପିତ ଭକ୍ତକବି ଜୟଦେବଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସତ୍ୟନାରାୟଣ ଗୁରୁଙ୍କ ସଭାପତିତ୍ବରେ ଆୟୋଜିତ...

କେନ୍ଦ୍ରାପଡ଼ା , ନୟାଗଡ, ପରେ ଜଗତସିଂହପୁର ଜିଲ୍ଲା ରେ ପୁଣି ଦେଖିବାକୁ ମିଳିଛି ଜାତିଆଣ ଆକ୍ଷେପ……

ତିର୍ତୋଲ ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )   ମନ୍ଦିର ପ୍ରତିଷ୍ଠା ପାଇଁ ଲକ୍ଷାଧିକ ଟଙ୍କା ଦେଲୁ, ମନ୍ଦିର ରଙ୍ଗ କଲୁ , ମନ୍ଦିର...

ପଡିଲା ଅକ୍ଷିମୁଠି, ଚାଷୀ ମନରେ ଉଲ୍ଲାସ 

    ସମ୍ବଲପୁର, ୨୦. ୦୪():ପବିତ୍ର ଅକ୍ଷୟ ତୃତୀୟା ଦିବସରେ ପଡିଛି ଅକ୍ଷୀମୁଠି। ଫଳରେ ଚାଷୀ ମହଲରେ ଆନନ୍ଦ ଉଲ୍ଲାସ ଖେଳିଯାଇଛି।   ଏହି ଅବସରରେ ଆଜି...

ଜୟନ୍ତପୁର ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ 

    ସମ୍ବଲପୁର, ୨୦. ୦୪():ଯୁଯୁମୁରା ବ୍ଲକ ଜୟନ୍ତପୁର ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା...

କଙ୍କିନାଳୀ ଠାରେ ମୁଠି ଅନୁକୂଳ କଲେ ଅନୁଗୋଳ ବିଧାୟକ

        ଅକ୍ଷୟ ତୃତୀୟା ଠାରୁ ଆରମ୍ବ ହେଉଛି ଚାଷ କାର୍ଯ୍ୟ। ଯାହାକୁ ନେଇ ଅନୁଗୋଳ ବିଧାୟକ ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ପଞ୍ଚାୟତ...

You may have missed