May 10, 2026

ଉର୍ଜାବନ ଓଡିଶା ପକ୍ଷରୁ ପଖାଳ ଦିବସ ପାଳନ କରାଯାଇଛି l

IMG-20250321-WA0003
Share

ପୁରୀ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଯିଏକି ପ୍ରତିଦିନ ବିଭିନ୍ନ ଭୋଜି ର ବଳକା ଖାଦ୍ୟକୁ ବଡଦାଣ୍ଡ, ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ରେ ଥିବା ଭୋକିଲା ଲୋକଙ୍କୁ ରାତି ଅଧରେ ଖାଦ୍ୟ ଯୋଗାଇ ଓଡିଶା ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବୋର୍ଦ୍ଧିତ ହୋଇଛି ସେହି ଅନୁଷ୍ଠାନ ଉର୍ଜାବନ ଓଡିଶା ପକ୍ଷରୁ ଆଜି ପଖାଳ ଦିବସରେ ପୁରୀ ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ ଏବଂ ସମାଜସେବୀ ଏବଂ ସାମ୍ବାଦିକ ବନ୍ଧୁମାନଙ୍କୁ ନେଇ ପଖାଳ ଦିବସ ପାଳନ କରାଯିବା ସହିତ ପୁରୀ ବଡଶଙ୍ଖ ଠାରେ ଏକ କଲ୍ୟାଣ ମଣ୍ଡପରେ ପଖାଳ ଦିବସ ପାଳନ କରାଯିବା ସହିତ ଏହି ପଖାଳ ଦିବସ ପାଳନ କରିବାକୁ ଆସିଥିବା ଶତାଧିକ ଜନସାଧାରଣ ଙ୍କୁ ବୃକ୍ଷ ବଣ୍ଟନ କରାଯାଇଛି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ