ଦଶ ଦିବସୀୟ ଖୋର୍ଦ୍ଧା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ପାରମ୍ପାରିକ ଓ ଆଧୁନିକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଲା
ଖୋର୍ଦ୍ଧା (ପ୍ରିୟଙ୍କା ମହାପାତ୍ର) :ଖୋର୍ଦ୍ଧା ଟିଏଲସି ପଡିଆ ନିକଟ ବିଡିଏ (ଭୁବନେଶ୍ୱର ଡେଭଲୋପମେଣ୍ଟ ଅଥରିଟି ) ପଡିଆ ଠାରେ ମାନ୍ୟବର ବିଧାୟକ, ଖୋର୍ଦ୍ଧା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର...
