September 20, 2026

ଗୋାଡଭଗା ସମଲେଇ ମନ୍ଦିର କଲ୍ୟାଣ ମଣ୍ଡପରେ ନାଗରିକ କମିଟିର ନୂଆଁଖାଇ ଭେଟଘାଟ

IMG-20260920-WA0072
Share

 

 

ବରଗଡ,ତା ୨୦/୯

ଆଜି ରବିବାର ପୂ୍ର୍ବାହ୍ନ ୧୧ଟା ସମୟରେ ଅତାବିରା ବ୍ଲକ ଅଧିନ ଗୋଡଭଗା ସମଲେଇ ମନ୍ଦିର କଲ୍ୟାଣ ମଣ୍ଡପରେ ନାଗରିକ କମିଟିର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କମିଟିର ସଭାପତି ସୁରେଶ ଦାଶକଂ ସଭାପତିତ୍ବରେ |ଏଥିରେ ମୁଖ୍ୟ ଅତିଥି ଭାବେ ଭିସୁଟ ବୁର୍ଲାର ଅବସରପ୍ରାପ୍ତ ପ୍ରଫେସର ରାହାସ ବିହାରୀ ପଣ୍ଡା,ସମ୍ମାନୀତ ଅତିଥି ଭାବେ ସମାଜସେବୀ ଫକୀର କର୍ଣ୍ନ ନାଗରିକ କମିଟିର ସମ୍ପାଦକ ଅନିରୁଦ୍ଦ ଖମାରୀ ମଂଚାସୀନ ଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନ କରିଥିଲେ ମଧୁସୁଦନ ଶର୍ମା |ଏହି ଅବସରରେ ବିଭିନ୍ନ ପ୍ରତିଭା ମାନକୁଂ ସମ୍ମାନୀତ କରାଯାଇଥିଲା |କମିଟିର ସହ ସମ୍ପାଦକ କୁନୁବାବୁ ଗଡତିଆ,ଉପସଭାପତି ବିଭୁରଂଜନ ମହାନ୍ତି,କୋଷାଧକ୍ଷ ପ୍ରେମରାଜ ପ୍ରଧାାନ,ଉପଦେଷ୍ଚା କୁଳମଣି ପ୍ରଧାନ,ସତୀଶ ଦାଶ,ଦେବବ୍ରତ ରଥ ପ୍ରମୁଖ ସହଯୋଗ କରିଥିଲେ ||