November 26, 2024

Day: September 20, 2024

ଲଷ୍ମୀପୂର ଠାରୁ ତଳକେନ୍ଦୁଗୁଡା ଗ୍ରାମର ରାସ୍ତା ଅତ୍ୟନ୍ତ୍ୟ ଶୋଚନୀୟ।

       ଲଷ୍ମୀପୂର ଠାରୁ ତଳକେନ୍ଦୁଗୁଡା ଗ୍ରାମର ରାସ୍ତା ଅତ୍ୟନ୍ତ୍ୟ ଶୋଚନୀୟ ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ ):ଭବାନୀପାଟଣା ସହର ଉପକଣ୍ଠରେ ଅବସ୍ଥିତ ତଳବାଲଗାଁ ପଞ୍ଚାୟତ ଅନ୍ତର୍ଗତ ତଳକେନ୍ଦୁଗୁଡା...

ଐତିହାସିକ ଅଙ୍ଗ ଆଳତୀର ଶୁଭାରମ୍ଭ

  ପଦ୍ମପୁର : (ଜୟନ୍ତ କୁମାର ସେଠ) ଭାରରତୀୟ ସଂସ୍କୃତି ପରମ୍ପରା ରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ,ବୃକ୍ଷଳତା କୁ ଉପାସନା କରିବାର ଧାରା ରହି ଆସିଛି...

ବୁଗୁଡ଼ା ବସଷ୍ଟାଣ୍ଡଠାରେ ଦୂର୍ଗା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ 

  ବୁଗୁଡ଼ା : ତା ୨୦/୦୯/୨୪ : ସ୍ଥାନୀୟ ବସଷ୍ଟାଣ୍ଡ ଦୁର୍ଗାପୂଜା କମିଟି ପକ୍ଷରୁ ଆଗାମୀ ଅକ୍ଟୋବର ୧୦ ତାରିଖ ଦିନ ମା' ଦୂର୍ଗାଦେବୀଙ୍କ ସପ୍ତମୀ ପୂଜା...

ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ସୁଭଦ୍ରା ଯୋଜନା ପାଇଁ ଯାଇ ମହିଳା ଙ୍କ ମୃତ୍ୟୁ ଥାନା ରେ ଅଭିଯୋଗ ଦେଲେ ସ୍ୱାମୀ*

    ରାଇଘର (ଏମ୍.ଦିନା°ଶୁ ଆଚାରୀ) ସୁଭଦ୍ରା ଯୋଜନା ପାଇଁ ଯାଇ ଘରକୁ ଆସି ଅସୁସ୍ଥ ହୋଇ ଜଣେ ମହିଳା ପ୍ରାଣ ହରାଇଛନ୍ତି। ଏଭଳି ଏକ ଅଭାବନୀୟ...

ଉମରକୋଟ ଠାରେ ୬୮ତମ ରାଜ୍ୟସ୍ତରୀୟ ଫୁଟୁବଲ ଚମ୍ପିୟନସିପ୍ ୨୦୨୪ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ…………

  ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ୬୮ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଫୁଟୁବଲ ଚମ୍ପିୟନସିପ୍ ୨୦୨୪ ଉଦ୍‌ଘାଟନୀ ସମାରୋହ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇ ଯାଇଛି। ମାନ୍ୟବର...

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ..

  ପାରଳାଖେମୁଣ୍ଡି, ୨୦.୦୯.୨୦୨୪   ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଓଡ଼ଶା କୋଠାବାଡ଼ି ଓ...

ଝଙ୍କଡ଼ର ଅଧିଷ୍ଠାତ୍ରୀ ମା ଶାରଳା ଙ୍କ ମନ୍ଦିରରେ ଖୋଲିବ ଉତ୍ତର ଦ୍ଵାର….   

ତିର୍ତୋଲ , ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଠାକୁରାଣୀ ଙ୍କ ମନ୍ଦିର ବେଢ଼ାରେ ଆବହମାନ କାଳରୁ ପୂର୍ବରେ ସିଂହଦ୍ୱାର, ଦକ୍ଷିଣରେ ଅଶ୍ଵଦ୍ଵାର...

ଆଜିର ଖବର..

  ୧-ଓଡ଼ିଶାରେ ଏରୋସ୍ପେସ୍ ଓ ପ୍ରତିରକ୍ଷା କ୍ଷେତ୍ରରେ ନିବେଶ ପାଇଁ ଆଗ୍ରହ।   ୨-ଆଜି ଠାରୁ ମୁଖ୍ୟମନ୍ତ୍ରୀଙ୍କ ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ।   ୩-ଦୁର୍ଗାପୂଜାରେ...

ଆଜିର ରାଶିଫଳ..

  *✧═════•❁❀❁•═════✧* *🌷ମେଷ🌹👉 ଆଜି କୌଣସି କାରଣ ରୁ ଆପଣ ଖୁସି ରେ ମାତ୍ରା ଅଧିକ ଭବବିହୋଳ ରହିପରାନ୍ତି। ବିଦ୍ୟାର୍ଥୀ ମାନେ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର...

ଝଙ୍କଡ଼ର ଅଧିଷ୍ଠାତ୍ରୀ ମା ଶାରଳା ଙ୍କ ମନ୍ଦିରରେ ଖୋଲିବ ଉତ୍ତର ଦ୍ଵାର….

ତିର୍ତୋଲ :- ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଠାକୁରାଣୀ ଙ୍କ ମନ୍ଦିର ବେଢ଼ାରେ ଆବହମାନ କାଳରୁ ପୂର୍ବରେ ସିଂହଦ୍ୱାର, ଦକ୍ଷିଣରେ ଅଶ୍ଵଦ୍ଵାର...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.