ଖବର ଉପାନ୍ତ ଓଡିଶା ସମାଚାର ପୀତାମ୍ବର ଆଚାର୍ଯ୍ୟଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି.. upanta odisha July 20, 2024 Share ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ବଡ଼ ଦାୟିତ୍ବ । ପୀତାମ୍ବର ଆଚାର୍ଯ୍ୟଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି । ଏଜି ଭାବେ ନିଯୁକ୍ତି କଲେ ରାଜ୍ୟପାଳ । ଏ ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ହେଉଛନ୍ତି ପୀତାମ୍ବର ଆଚାର୍ଯ୍ୟ। Post Navigation Previous ଜିଲ୍ଲାରେ ଲଘୁଚାପ ଜନିତ ପ୍ରବଳ ବର୍ଷା ନିମନ୍ତେ ଜିଲ୍ଲାପାଳଙ୍କ ଜରୁରୀ ବୈଠକ*..Next ଆଜିର ରାଶିଫଳ More Stories ଖବର ଉପାନ୍ତ ଓଡିଶା ସମାଚାର ଭିନ୍ନ ଏକ ବନବାସୀ ଙ୍କ କରୁଣ କାହାଣୀ … upanta odisha June 28, 2026 ଖବର ଉପାନ୍ତ ଓଡିଶା ସମାଚାର କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମା : ଆୟୁର୍ବେଦ, ସାହିତ୍ୟ, ଚଳଚ୍ଚିତ୍ର ଓ ଜନସେବାର ଅନନ୍ୟ ପୁରୋଧା upanta odisha June 28, 2026 ଖବର ଉପାନ୍ତ ଓଡିଶା ସମାଚାର ସ୍ୱର୍ଗତ ସୁରେନ୍ଦ୍ରନାଥ ନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ ଜୁଲାଇ ପାଞ୍ଚ ରେ upanta odisha June 28, 2026