April 28, 2026

ଦିନକୁ ଦିନ ବଢିବାରେ ଲାଗିଛି ଚୋର ଙ୍କ ଦୈରାତ୍ୟମ୍ …

ppo
Share

 

ବାଲେଶ୍ଵର,, ନୀଳଗିରି,, କାଠଗୋଛି

ସିରିଜ ଲୁଟ, ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରୋନିକ ତାର ଓ DICE…ENSULITOR. ସମେତ CHANNEL….V ଲୁଟ,,
ଟାର୍ଗେଟ ରେ ସମସ୍ତ ଇଲେକ୍ଟ୍ରୋନିକ ଜିନିଷ,, ଲୁଟେରା, ନୀଳଗିରି ଥାନା ଚଣ୍ଡୀପୁର ଗ୍ରାମ ଠାରୁ କାଠଗୋଛି ପର୍ଯ୍ୟନ୍ତ ଥିବା ଇଲେକ୍ଟ୍ରୋନିକ ଲାଇନ ତାର 11.K.V 11000 Volt.
ବିଳମ୍ବିତ ରାତି ରେ ପ୍ରାୟ ୧୨ ଟା ରୁ ୦୩ ଟା ଭିତରେ ଚୋର ଏହି ସବୁ ଇଲେକ୍ଟ୍ରୋନିକ ଜିନିଷ ଚୋରି କରିଛନ୍ତି,,
ଏକାଥରେ କେ ୬ ଟି ଖୁଣ୍ଟରୁ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ତାର ଲୁଟି ନେଇଗଲେ ଚୋର,

(ପ୍ରତିନିଧି ଦେବାଶିଷ ଦାଶ୍ କ୍କ ରିପୋର୍ଟ)

You may have missed