May 18, 2024

Day: February 10, 2024

ଶନିବାର ଦିନ ସକାଳ ୧୦ ଘଣ୍ଟା ସମୟରେ ଶ୍ରୀ ବିପ୍ଳବ ପାତ୍ର, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାଁ ବାଙ୍କେଶ୍ୱରୀ ଦେବୀଙ୍କ ଦର୍ଶନ

ତା- ୧୦/୦୨/୨୦୨୪ ରିଖ ଶନିବାର ଦିନ ସକାଳ ୧୦ ଘଣ୍ଟା ସମୟରେ ଶ୍ରୀ ବିପ୍ଳବ ପାତ୍ର, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାଁ ବାଙ୍କେଶ୍ୱରୀ ଦେବୀଙ୍କ ଦର୍ଶନ...

ଶନିବାର ଦିନ ସକାଳ ୧୦ ଘଣ୍ଟା ସମୟରେ ଶ୍ରୀ ବିପ୍ଳବ ପାତ୍ର, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାଁ ବାଙ୍କେଶ୍ୱରୀ ଦେବୀଙ୍କ ଦର୍ଶନ

ତା- ୧୦/୦୨/୨୦୨୪ ରିଖ ଶନିବାର ଦିନ ସକାଳ ୧୦ ଘଣ୍ଟା ସମୟରେ ଶ୍ରୀ ବିପ୍ଳବ ପାତ୍ର, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାଁ ବାଙ୍କେଶ୍ୱରୀ ଦେବୀଙ୍କ ଦର୍ଶନ...

ମହୁମାଛି ଆକ୍ରମଣ ରେ ତିନିଜଣ ଆହତ….

  ଉମରକୋଟ ,ମହୁମାଛି ଆକ୍ରମଣରେ ତିନିଜଣ ଆହତ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଉମରକୋଟ ପୈାର ପରିଷଦର ମେନ୍ଦାବେଡା ଗ୍ରାମରେ।...

ପୋଲlମ୍ମl ଠାକୁରାଣୀ ଙ୍କ ନୂତନ ପ୍ରାସାଦ ଓ ମହାବୀର ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା ଅବସରରେ କଳସ ଯାତ୍ରା…

  ଗଞ୍ଜାମ ବ୍ଲକ ଅନ୍ତର୍ଗତ ନୂଆ ପୋଡମ ପେଟା(ସିଦ୍ଧାନ୍ତ ନଗର )ରେ ପୋଲାମ୍ମl ଠାକୁରାଣୀ ଙ୍କ ନୂତନ ପ୍ରlସାଦ, ମହାବୀର ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା ସାଙ୍ଗକୁ...

ଲଷ୍ମୀପୁରାଣ ରଚେଇତା ଭକ୍ତ କବି ବଳରାମ ଦାସଙ୍କ ମହାପ୍ରଣାୟ ଦିବସ 2024 ଅନୁଷ୍ଠିତ l..

  ପବିତ୍ର ତ୍ରିବେଣୀ ଅମାବାସ୍ୟାର ସାରସ୍ବତ ସନ୍ଧ୍ୟାରେ ଭକ୍ତ କବି ବଳରାମ ଦାସଙ୍କ ଜନ୍ମପୀଠ ତଥା ଗୁପ୍ତଶ୍ରୀକ୍ଷେତ୍ର ଏରବଙ୍ଗରେ ବଳରାମ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ଶ୍ରୀ ବଳରାମଜୀଉ...

ଖଲ୍ଲିକୋଟ ରାଣୀସାହେବା ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ନବୀନ ପ୍ରତିଷ୍ଠାନର ଶୋକ…

ବ୍ରହ୍ମପୁର,ରାଜ୍ୟର ସ୍ବ୍ବନାମଧନ୍ୟ ରାଜନେତ୍ରୀ, ନିଷ୍ଠାପର ସମାଜସେବୀ, ପରୋପକାରୀ, ଖଲ୍ଲିକୋଟ ରାଜ ପରିବାରର ରାଜମାତା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ଶନିବାର ପୂର୍ବାହ୍ନରେ ନବୀନ ଭବନ ପରିସରରେ...

ସ୍ଵାଦ ସ୍ବେଛାସେବୀ ସଂସ୍ଥା ପକ୍ଷରୁ ଆଞ୍ଚଳିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ..

ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ପରିସର ମଧ୍ୟରେ ଆଜି ଆଡମ୍ବର ସହ ଆଞ୍ଚଳିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ...

ମୁକ୍ତା ଯୋଜନା ସମ୍ବନ୍ଧିତ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ…

ବୁଗୁଡ଼ା :  ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା (ସୁଡା)ର ନିର୍ଦ୍ଦେଶ କ୍ରମେ ମୁକ୍ତା ଯୋଜନାର ନୋଡାଲ ଏଜେନ୍ସି ଭାବେ ଅନୁମୋଦିତ ଯୋଜନାର ତୃଣମୂଳ ସ୍ତରରେ ସଫଳ ରୂପାୟନ...