ତାଳସାକର ମହାମାୟୀ ହାଇସ୍କୁଲର ଅଚଳାବସ୍ଥା, ଶିକ୍ଷକ ମରୁଡି ଯୋଗୁଁ ପାଠପଢା ଠପ୍, ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ପ୍ରତିବାଦ
ବୁଗୁଡା : ତା ୧୮/୦୧/୨୫ : ବୁଗୁଡ଼ା ବ୍ଲକ ଖୋଳଖାଳି ପଞ୍ଚାୟତର ତାଳସାକର ଗ୍ରାମସ୍ଥ ମହାମାୟୀ ହାଇସ୍କୁଲର ଶୈକ୍ଷିକ ବ୍ଯବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଷୁଡି ପଡିଥିବା ଜଣାଯାଇଛି।...
