April 26, 2026

ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

IMG-20251116-WA0012
Share

 

ବେଗୁନିଆ ବ୍ଲକ( ଉପାନ୍ତ ଖବର ମାନସ ରଞ୍ଜନ କର)ଡିଙ୍ଗର ସରକାରୀ ଉଚ୍ଚବିଦ୍ୟାଳୟରେ ବିଜ୍ଞାନ ମେଳା ପ୍ରଧାନଶିକ୍ଷକ ଦିବାକର ସାହୁଙ୍କସଭାପତିତ୍ଵରେ ବିଜ୍ଞାନ, ପରିବେସ, ଗଣିତ ପ୍ରଦର୍ଶନି ଅନୁଷ୍ଠିତ ହୋଇଥିଲା ମୁଖ୍ୟଅତିଥି ଭାବରେ ପରିଛଳସରକାରୀ ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ସାହୁ ସମ୍ମାନୀତ ଅତିଥି ଭାବରେ ରାସୁନାଥ ଦେବ ସରକାରୀ ଉଚ୍ଚବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ସୁଶ୍ରୀ ସଙ୍ଗିତା ବେହେରା, ଶ୍ଵେତା ଭଞ୍ଜ ମଞ୍ଚ ମଣ୍ଡନ କରିବା ସହିତ ବିଜ୍ଞାନ ଭିତିକ ପ୍ରକଳ୍ପଗୁଡ଼ିକ ମୂଲ୍ୟାଙ୍କନ କରି ପ୍ରଥମ ଦୀତୀୟ ଓ ତୃତୀୟ ସ୍ଥାନଅଧୀକାର କରିଥିବା ପ୍ରକଳ୍ପଗୁଡ଼ିକୁ ମଣ୍ଡଳସ୍ତରୀୟ ବିଜ୍ଞାନ ମେଳା ପାଇଁ ଘୋଷଣା କରିଥିଲେ ବିଜୟକୃଷ୍ଣ ପ୍ରସାଦ(Emerging technology) ଅଜିତ ମହାରଣା (westemanagement) ଓ ବିଶ୍ଵଜିତବେହେରା (Waterconservation) ଯଥାକ୍ରମେ ପ୍ରଥମ ଦୀତୀୟ ତୃତୀୟ ସ୍ଥାନ ଅଧିକାର କରିଥିଲେ ଏହି କାର୍ଯ୍ୟ କର୍ମରେ ବିଜ୍ଞାନ ଶିକ୍ଷକ,ଶୀକ୍ଷୟତ୍ରୀ ଓ ଅନ୍ୟ ଶିକ୍ଷକମାନେ ସାହାଯ୍ୟସହଯୋଗ କରି ସାଫଲ୍ୟ ମଣ୍ଡିତ କରିଥିଲେ ସଂଘମିତ୍ରା ମହାଲ୍କିକ, ହୀରାମତିମଲ୍ଲିକ ପ୍ରତ୍ୟେକ ପ୍ରକଳ୍ପ ଉପରେ ବକ୍ତବ୍ୟ ରଖିଥିଲେ ମନୋଜ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶେଷରେ ସହକାରୀ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ସାହୁ ଅନ୍ୟ ବାଦ ଅର୍ପଣ କରିଥିଲେ କାର୍ଯ୍ୟକ୍ରମକୁ ଶେଷ କରିଥିଲେ