April 29, 2026

ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ତରଫରୁ ବେଗୁନିଆ ବ୍ଳକରେ ଶିଶୁ ଉତ୍ସବ ୨୦୨୫

IMG-20251116-WA0008
Share

 

ବେଗୁନିଆବ୍ଳକ( ଉପାନ୍ତ ଖବର ମାନସ ରଞ୍ଜନ କର)ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ତରଫରୁ ବେଗୁନିଆ ବ୍ଲକଗୋପବନ୍ଧୁ ପି.ଏମ.ଶ୍ରୀସରକାରୀ ଉଚ୍ଚବିଦ୍ୟାଲୟଠାରେ ବ୍ଳକ ସ୍ତରୀୟ ଶିଶୁ ମହତ୍ସବ ଅନୁଷ୍ଠିତ , ହୋଇଯାଇଅଛି ଉଦଘାଟକ ବୋଲଗଡ ଗୋଷ୍ଠି ଶିକ୍ଷା ଅଧୀକାରୀ ତଥା ଅଧକ୍ଷ ଆଭ୍ୟର୍ଥନା କମିଟି ପ୍ରମୋଦ କୁମାର ସ୍ଵାଇଁ, ମୁଖ୍ୟଅତିଥି ବେଗୁନିଆ ଗୋଷ୍ଠି ଶିକ୍ଷା ଅଧ୍ବ କାରୀ ଭାଷ୍କର ଲେଙ୍କା, ସମ୍ମାନୀୟଅତିଥି ପ୍ରାକ୍ତନ ସଭାପତି (ଓଷ୍ଟା)ଖୋରଧା ଜିଲ୍ଲା ଉପେନ୍ଦ୍ର ଦାସ, ବାଳିକା ସରକାରୀ ଉଚ୍ଚବିଦ୍ୟାଳୟ ବେଗୁନିଆ ମନିଷା ସ୍ଵାଇଁ ପ୍ରାକ୍ତନ ପ୍ରଧାନଶିକ୍ଷକ ବୋଲଗଡ ବ୍ଲକ ହରି ବନ୍ଧୁ ତ୍ରିପାଠୀ, ସଭାପତି ରାଜ୍ୟ (ଓଷ୍ଟା) ବେଗୁନିଆ ବ୍ଳକ ଗଣେଶ୍ଵର ମିଶ୍ର,ସଂଯୋଜିକା ଶିକ୍ଷୟତ୍ରୀ ଚ଼ନ୍ଦ୍ରଶେଖର ଉଚ୍ଚବିଦ୍ୟାଳୟସିକୋ ବିଷ୍ଣୁପ୍ରିୟା ବେହେରା, ପ୍ରଥମ ପର୍ଯ୍ୟାୟର ଓ ଦୀତୀୟ ପର୍ଯ୍ୟାୟର ଅପରାହ୍ନ ୨.୩୦ ସମୟରେ ହୋଇଥିବା ପ୍ରତିଯୋଗିତାର ପୁରଷ୍କାର ବିତରଣ ଉତ୍ସବ ଆରମ୍ଭ ହେଲା ଏହାର ମୁଖ୍ୟ ବକ୍ତା ଅଧ୍ଯକ୍ଷ ପଞ୍ଚାୟତ ସମିତି ବେଗୁନିଆ ଲକ୍ଷ୍ମୀଧର ସ୍ୱାଇଁ,ବିଶିଷ୍ଟ ଅତିଥି ଗୋଷ୍ଠୀ ଶୀକ୍ଷାଧିକାରୀ ଜଟଣୀ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର, ଗୋଷ୍ଠି ଶିକ୍ଷାଅଧୀକାରୀ ଖୋର୍ଦ୍ଧାଶୁସ୍ରି ଯାଜ୍ଞେଶ୍ୱନିସାହୁ ସମ୍ମାନୀତ ଅତିଥି ପଞ୍ଚଶିକ୍ଷା ଶିକ୍ଷାସେତୁ ସଭାପତି ମାୟାଧର ମାର୍ଥା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶିବ କୁମାର ମୁନି,ସଭାପତି ଓଷ୍ଟା ବେଗୁନିଆ ବ୍ଳକ ସଭାପତି ଗଣେଶ୍ଵର ମିଶ୍ର ସଂଯୋଜକ ପଞ୍ଚ ପଲ୍ଲୀ ବାଉତି ସରକାରୀ ଉଚ୍ଚବିଦ୍ୟାଳୟ ସାରୁଅଓଜୟୀ ମଙ୍ଗଳର ଶିକ୍ଷକ ବିଜୟ କୁମାର ପ୍ରଧାନ ଯୋଗଦେଇଥିଲେ ଏହିକାର୍ଯ୍ୟ କର୍ମକୁ ସଂପାଦକ ଓଷ୍ଟାବେଗୁନିଆ ବ୍ଳକ ରତିକାନ୍ତ କହଳସିଂହଙ୍କ ତତ୍ୱାବଧାନତାରେ ଶାନ୍ତିଶୃଙ୍ଖଳରାସହିତ ପାଳନ କରିଥିଲେ