April 29, 2026

ଇନ୍ନରହୁଇଲ କ୍ଳବ ଶ୍ରୀଜଗନ୍ନାଥ ଧାମ ପୁରୀ ପକ୍ଷରୁ ଆଦର୍ଶ ବିଦ୍ୟା ନିକେତନ ଠାରେ ୭୮ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି ..

IMG-20240816-WA0009
Share

୭୮ତମ ସ୍ୱାଧୀନତା ଦିବସ ଅବସରରେ ଇନ୍ନର ହୁଇଲ କ୍ଳବ ଶ୍ରୀଜଗନ୍ନାଥ ଧାମ ପୁରୀ ପକ୍ଷରୁ ସର୍ବୋଦୟ ନଗର ସ୍ଥିତ ଆଦର୍ଶ ବିଦ୍ୟା ନିକେତନ (ହାପି ସ୍କୁଲ ) ପରିସରରେ ଧୂମଧାମର ସହିତ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମକୁ କ୍ଲବର ସଭାପତି ମୁନମୁନ ଦାଶଗୁପ୍ତାଙ୍କ ସହିତ ସାତଜଣ ରୁ ଉର୍ଦ୍ଧ ସଦସ୍ୟା ପହଂଚି ୧୨୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ମିଶି ପତ୍ତାକା ଉତ୍ତୋଳନ କରି ଜାତୀୟ ସଂଗୀତ ଗାନ କରିଥିଲେ l ପରେପରେ କ୍ଳବ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ବିସ୍କୁଟ କେକ ସହିତ ପେନସିଲ ସେଟ ପ୍ରଦାନ କରାଯାଇ ଧୂମଧାମ ର ସହିତ ୭୮ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ