May 19, 2024

ଜାମପାଲିରେ ଷୋହଳ ପ୍ରହରୀ ନାମଯଜ୍ଞ

Share

 

ସମ୍ବଲପୁର: ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନଂ ୧ଜାମପାଲି ଠାରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିପିନ ବେହେରା ସସ୍ତ୍ରୀକ କର୍ତ୍ତା ଦାଇତ୍ୱ ତୁଲାଇ ଥିଲେ । ତବଡ଼ା, ଲଇଡା, ବନ୍ଦନାପାଲି ଓ ଗୋପାଲପାଲିର ସଂକୀର୍ତ୍ତନ ମଣ୍ଡଳୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏହାକୁ ଉମାକାନ୍ତ ମହତ୍ତମ ସଭାପତି, ପ୍ରତାପ ଭୋଇ ସାଧାରଣ ସମ୍ପାଦକ, ଅଶ୍ବିନୀ ଭୋଇ କୋଷାଧ୍ୟକ୍ଷ, ସରୋଜ ଭୋଇ,ଅଶ୍ବିନୀ ବଗର୍ତ୍ତି ଓ ଗଣେଶ ମହତ୍ତମ ପ୍ରମୁଖ ପରିଚାଳନା କରିଥିଲେ।