April 27, 2026

ବିଜେଡି ର ଘର ଘର ଶଙ୍ଖ କାର୍ଯ୍ୟକ୍ରମ ଶୁଭାରମ୍ଭ ………….

plb
Share

ଉମରକୋଟ – ଶାସକ ବିଜେଡି ଦଳ ପକ୍ଷ ରୁ ଆଜି ଉମରକୋଟ ପୌର ପରିଷଦ ର 14 ନଂ ୱାର୍ଡ ରେ ଘର ଘର ଶଙ୍ଖ କାର୍ଯ୍ୟକ୍ରମ ର ଆରମ୍ଭ ହେଇଛି। ସାଂସଦ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ର।ୟ 20 ଟି ଘରେ ନିଜେ ଶଙ୍ଖ ଚିହ୍ନ ପୋଷ୍ଟର ଲଗାଇ ଥିଲେ। ଏଥି ସହ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକବିମୁଖି ଯୋଜନା କୁ ମଧ୍ୟ ଲୋକ ଙ୍କୁ ପ୍ର।ଞ୍ଜ।ଳ ଭାବେ ବୁଝାଇ ଥିଲେ। ଏହି ଅବସର ରେ ରାଜ୍ୟ ଉଠା ଜଳସେଚନ ନିଗମର ଉପ ଦେଷ୍ଟ। ପ୍ରମୋଦ କୁମାର ପାଢ଼ୀ,ପୌର। ଦକ୍ଷ।ରାଧା ଭତ୍ର।, ଉପ।ଦକ୍ଷ ସୁଧାଂଶୁ ଦାସ, ରାଇଘର ବ୍ଲକ ଅଧ୍ୟକ୍ଷା ନବିନ। ନାୟକ, ରାଜ୍ୟ ବିଜେଡି ମହିଳା ସଭାନେତ୍ରୀ ନିବେଦିତା ମହାନ୍ତି,14 ନମ୍ବର ୱାର୍ଡ କାଉନସିଲର ଚିନ୍ମୟୀ ଠାକୁର, ଅମୋ ଓଡ଼ିଶା ଓ ନବିନ ଓଡ଼ିଶାର ଜିଲ୍ଲା ସଂଯଜିକ। ମଞ୍ଜୁଳା ମାଝୀ, ରଶ୍ମୀ। ସ।ନ୍ତ୍ର। , ନଗର ସଭାପତି କୈଳାସ ନାୟକ ଙ୍କ ସମେତ ଦଳ ର ସମସ୍ତ କାଉନସିଲର ଉପସ୍ଥିତ ଥିଲେ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)