ସ୍ଵର୍ଗତ ପ୍ରଧାନଶିକ୍ଷକଙ୍କ ପରିବାର ବର୍ଗଙ୍କୁ ପୂର୍ବତନ ଶିକ୍ଷକଙ୍କ ସମବେଦନା ଜ୍ଞାପନ
ବେଗୁନିଆ ବ୍ଳକ ତା୧୪/୧୧(ଉପାନ୍ତ ଖବର ମାନସ ରଞ୍ଜନ କର) ସ୍ପର୍ଗତ ରାଧାକାନ୍ତପୁରଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ କାହୁ ଚରଣ ପଣ୍ଡା,କୁମୁ ଦୀନୀ ପଣ୍ଡାଙ୍କ ପୁଅ ବେଗୁନିଆ ସ୍ଥିତ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ବତନପ୍ରଧାନ ଶିକ୍ଷକ ଦୀନକୃଷ୍ଣ ପଣ୍ଡାଙ୍କର ଗୁରୁବାର ଦିନ ଦେହାନ୍ତ ହୋଇଯାଇଛି ୨୦୧୯ରେ ଚାକିରିରୁ ଅବସର ନେବାର ୬ ମାସ ପୂର୍ବରୁ ସ୍କୁଟିରେ ତାଙ୍କ କର୍ମକ୍ଷେତ୍ର କଣ୍ଟାବାଡ ସ୍ଥିତ ନିଳକଣ୍ଠ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯିବା ରାସ୍ତାରେ କୁକୁରର ଆଘାତରେ ସ୍କୁଟିରୁ ପଡିଯାଇଥିଲେ ଯାହାଫଳରେ ମେରୁଦଣ୍ଡର ଲୁମ୍ବର ୪ଓ ୫ଅସ୍ଥି ସ୍ଥାନାନ୍ତରିତ ହୋଇଥିଲା ଡାହାଣ ଗୋଡର ୨ଗୋଟି ପ୍ଳେଟ ଯୋଡି ବ୍ୟବହାର କରି ତାଙ୍କର ଅସ୍ତ୍ରଉପଚାର କରାଯାଇଥିଲା କିନ୍ତୁ ଏହାଦ୍ଵାରା ସଂପୂର୍ଣ୍ଣ ସୁସ୍ଥ ନହେବାରୁ ନିଅ ମିତ ଔଷଧ ସେବନ କରୁଥିଲେ ଗୁରୁବାର ଦୀନ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ଶୋଭାଯାତ୍ରାରେ ତାଙ୍କ ମର ଶରୀରକୁ ଗୋପବନ୍ଧୁସରକାରୀ ଉଚ୍ଚ ବିଦ୍ୟାଳୟକୁ ଶୋଭାଯାତ୍ରା ଅଣାଯାଇଥିଲା ବିଦ୍ଯାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମରଶରୀରକୁ ଅନ୍ତିମ ଦର୍ଷଣ କରିଥିଲେ ଶୁକ୍ରବାର ଦୀନ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସ୍ଵାଇଁ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ କେଶବ ସିଂହ ଶିକ୍ଷୟତ୍ରୀ ଶୁଭଶ୍ରୀ ତାଙ୍କର ପୁଅ ସନ୍ତେସ କୁମାର ପଣ୍ଡା ବୋହୁ ଇପ୍ସିସିତା ପଣ୍ଡା ଓ ପରିବାରବର୍ଗକୁ ସମବେଦନା ଜଣାଇଥିଲେ
