କପିଳେଶ୍ୱର ଦେବ ଉଚ୍ଚ ବିଦ୍ୟାଳୟ, ଜାଲଭାର ର କିରାଣୀ ସ୍ବର୍ଗତ ଗୋଦାବରୀଶ ପାଇକରାୟ ଙ୍କ ଶ୍ରଦ୍ଧାଞ୍ଜଳି
ବେଗୁନିଆ ବ୍ଲକ( ଉପାନ୍ତ ଖବର ମାନସ ରଞ୍ଜନ କର) କପିଳେଶ୍ଵର ଦେଵ ଉଚ୍ଚବିଦ୍ୟାଳୟ ଜାଳଭାର ର କିରାଣୀ ସ୍ୱର୍ଗତ ଗୋଦାବରିଷ ପାଇକରାୟ ଙ୍କ ଶ୍ରଦ୍ଧାଞଳିସଭା ଅନୁଷ୍ଠିତ ହୋଇଯାଇଛି ସଭାପତି ଭାବରେ ଶିବନାରାୟଣ ଦାଶ, ମୁଖ୍ୟଅତିଥୀ ବଂଶୀଧର ପାଣୀ ଗ୍ରାହୀ ମୁଖ୍ୟବକ୍ତା ରତ୍ନାକର ରାୟ ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାଜ କିଶୋର ସାହୁ,ରତ୍ନାକର ରାୟ, ଗୋବର୍ଦ୍ଧନ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ସବୁଦ୍ଧି, ବ୍ରଜକିଶୋର ମୁଦୁଳି, ଜମ୍ବେଶ୍ଵର ମଙ୍ଗରାଜ,ଯୋଗିନାଥ ସ୍ୱାଇଁ, ପ୍ରଭାତ କୁମାର ସାହୁ, ଶିବନାରାୟଣ ଦାସ, ଶ୍ରୀନିବାସ ରଣସିଂହ, ଓଷ୍ଠା ବେଗୁନିଆ ବ୍ଳକ ସମ୍ପାଦକ ବଂଶିଧର ପାଣିଗ୍ରାହୀ ବେଣୁଧର ସାର ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ସଭା କୁ ଆରମ୍ଭ କରି ରାଜ୍ୟ ଓଷ୍ଟାଦ୍ଵାରା ସେ ପରିବାରକୁ ବ୍ଲକର କାର୍ଯ୍ୟବର୍ତ୍ତାଙ୍କ ଉପସ୍ଥିତିରେ ୫୦୦୦ ଅର୍ଥ ରାଶି ପ୍ରଦାନ କରାଯାଇ ସଂପୃକ୍ତ ଆତ୍ମାର ସଦଗତି ନିମନ୍ତେ ଜଗତ ଠାକୁରପ୍ରଭୂ ଜଗନ୍ନାଥ ଙ୍କ ପାଖରେ ପ୍ରାଥନା କରିଥୀଲେ
