ଜୟପୁର ଅତିରିକ୍ତ ବିଡ଼ିଓ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ କୋଟପାଡ଼ର ଜନ ପ୍ରତିନିଧି ଓ ଗଣ ମାଧ୍ୟମ ପ୍ରତିନିଧି.
, 
କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକରେ ଆଜି ଜୟପୁର ବ୍ଲକର ଅତରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ମନୋଜ କୁମାର ନାୟକ ଦାଇତ୍ୱ ଗ୍ରହଣ କରିଥିବା ଜଣା ଯାଇଛି. ସୂଚନା ଅନୁଯାଇ କୋଟପାଡ଼ ବିଡ଼ିଓ ଶ୍ରୀମତୀ ସନ୍ଧ୍ୟା ସମରଥ ଶହେ ଦିନର ମେଟରନିଟି ଲିଭ ରେ ଥିବାରୁ ଶ୍ରୀ ନାୟକ ଆଜି ଦାଇତ୍ୱ ଗ୍ରହଣ କରି ଥିବାରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠି.ଜ଼ିଲ୍ଲା ଭତରା ପରିଷଦ ନୀଳକଣ୍ଠ ପୂଜାରୀ.ପୂର୍ବତନ ଏନ ଏ ସି ଭାଇସ ଚେୟର ମାନେ ବାପୁନ ତ୍ରିପାଠି. କାଲି ହୋତା. ରମା କାନ୍ତ ବିଶୋଇ,ବରିଷ୍ଠ କଂଗ୍ରେସ ନେତା ରାଜ ମୋହନ ଭଣ୍ଡାରୀ. ଓଜେୟୁ ରାଜ୍ୟ ସମ୍ପାଦକ ହରିଶ କୁମାର ପଟ୍ଟନାୟକ ଙ୍କ ସମେତ ବ୍ଲକର ସମସ୍ତ କର୍ମ ଚାରି ସ୍ୱାଗତ ଜଣାଇଥିବାର ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.
