ଚାଞ୍ଚଡାପଲ୍ଲି ଗ୍ରାମର ତୋଟା ଭୋଜିରେ ଦିଗପହଣ୍ଡି ବିଜେଡି ବିଧାୟକ ପ୍ରାର୍ଥୀ ବିପ୍ଳବ ପାତ୍ର ….

bpatro
Share

      ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ବିପ୍ଳବ ପାତ୍ର ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଠାକୁରଙ୍କ ଦର୍ଶନ ସହ ପୂଜା କରି ଆଶୀର୍ବାଦ ନେବା ସହ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରି ନିଜ ସପକ୍ଷରେ ନିଜ ସମର୍ଥକଙ୍କ ସହ ଭୋଟ ଭିକ୍ଷା କରିଥିଲେ।

You may have missed