May 14, 2026

ଉପାନ୍ତ ଖବର” ରେ ଖବର ପ୍ରସାରଣ ପରେ ରାସ୍ତାରେ ପଡ଼ିଲା ପିଚୁ…

IMG-20240714-WA0033
Share

 

ରାମନାଗୁଡା—ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ମୁଖ୍ୟ ରାସ୍ତା ଖରାପ ସମ୍ବନ୍ଧର” ଉପାନ୍ତ ଖବର” ରେ ଖବର ପ୍ରସାରଣ ପରେ ରାସ୍ତା ଉପରେ ପଡ଼ିଲା ପିଚୁ।ମରାମତି କରିଛନ୍ତି ବିଭାଗୀୟ ଅଧିକାରୀ। ଏନେଇ ଏନ୍ ଏଚ କର୍ତ୍ତୃପକ୍ଷ ଉପସ୍ଥିତିରେ ତାଣ୍ଡିକଣା ପର୍ଯ୍ୟନ୍ତ ସମସ୍ତ ରାସ୍ତା ଗର୍ତ୍ତ ମରାମତି କରାଯାଇଥିବା ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ଏନେଇ ଲୋକ ସୁରୁଖୁରୁରେ ଯାନବାହାନ ଚଳାଚଳ ହୋଇଥିବା ଜଣାପଡ଼ିଥିବା ବେଳେ ଏନେଇ ସ୍ଥାନୀୟ ଲୋକେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 

ରିପୋର୍ଟ ସଞୀବ କୁମାର ଦାଶ