August 19, 2026

ସ୍ବରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତ୍ରିଂଶତମ ବାର୍ଷିକ ଉତ୍ସବ

IMG-20230214-WA0025
Share

 

 

 

କୋଟପାଡ଼ ସହର ରେ ଥିବା ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଆଜି ତ୍ରିଂଶତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି. ମୁଖ୍ୟ ଅତିଥି. ସାଂସଦ ରମେଶ ଚନ୍ଦ୍ର ମାଝୀ.ସ୍ଥାନିୟ ବିଧାୟକା ଶ୍ରୀମତୀ ପଦ୍ମିନୀ ଦିଆନ. ତହସିଲଦାର ଶକ୍ତି ମହାପାତ୍ର ଏବଂ ଶିଶୁ ଵିଦ୍ୟା ମନ୍ଦିର ପରିଚାଳନା ସମିତି ସଭାପତି ଶ୍ରୀ ଗୌର ପ୍ରସାଦ ରଥ ବରେ ଣ୍ୟ ଅତିଥି ଭାବରେ ଯୋଗ ଦେଇ ଥିଲେ ଦ୍ଵିପ ପ୍ରଜ୍ଵଳନ ବନ୍ଦନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା. ପ୍ରଥମ ଠାରୁ ପଞ୍ଚ ମ ଶ୍ରେଣୀ ଶିଶୁ ଙ୍କ ଦ୍ୱାରା ପ୍ରଥମ ପର୍ଯ୍ୟାୟ ରେ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟା ୟ ରେ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ର ଶିଶୁ ଙ୍କୁ ନେଇ ନୃତ୍ୟ ପରିବେଷଣ ହୋଇଥିଲା.ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବିନୟ କୁମାର ମୁଣ୍ଡ. ବିଜୟ ବିଶୋଇ. ସନ୍ତୋଷ ପାଇକରାୟ. ସୁଧାନ ସୁ ପଟନାୟିକ. ସନ୍ତୋଷ ଦାସ ଙ୍କ ସମେତ ସତାଧିକ ଛାତ୍ର ଛାତ୍ରୀ ଓ ଅଭି ଭା ବ କ ମାନେ ଉପସ୍ଥିତ ରହି ରଙ୍ଗମଞ୍ଚିୟ କାର୍ଯ୍ୟ କ୍ରମକୁ ଉପଭୋଗ କରିଥିଲେ. ଵିଦ୍ୟା ମନ୍ଦିର ପରିବାର ପକ୍ଷରୁ ପରିଚାଳନା ହୋଇଥିବା ଜଣାଯାଇଛି କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା

You may have missed