October 14, 2026

ଆସନ୍ତା ଅକ୍ଟୋବର ୧୩ତାରିଖ ରୁ ପୁରୀ ହେବ ଅନ୍ଧାର

IMG-20261012-WA0005
Share

 

ଓଡିଶା ବିଦ୍ୟୁତ୍ ବିତରଣ ବ୍ୟବସ୍ଥାରେ ଦୀର୍ଘ ୧୦ ବର୍ଷ ଧରି କାର୍ଯ୍ୟ କରୁଥିବା ହଜାର ହଜାର ଠିକା ଶ୍ରମିକଙ୍କ ଜୀବିକା ସୁରକ୍ଷା, ଛଟେଇ ବନ୍ଦ, କାର୍ଯ୍ୟରୁ ବାଦ୍ ପଡିଥିବା କର୍ମଚାରୀଙ୍କ ପୁନଃ ନିଯୁକ୍ତି ଓ ଭତ୍ତା ମଜୁରୀ ପୁନଃ ବୃଦ୍ଧି କରିବା ଦାବିରେ ବିଗତ *୨୯* ତାରିଖରେ କାର୍ଯ୍ୟକାରୀ ସମୂହ ବୈଠକରେ ଅଧ୍ୟକ୍ଷ ବିଦ୍ୟୁତ୍ ଶ୍ରମିକ ଏକାଠି ହୋଇ ଗଠନ ହୋଇଥିବା ପ୍ରସଙ୍ଗରେ ବିତର୍କ ପର୍ଯ୍ୟାଲୋଚନା କରି ଆଜି ଓଡିଶା ବିଦ୍ୟୁତ୍ ଠିକା କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ବିଦ୍ୟୁତ୍ ବିଭାଗ ଅଧୀନରେ ଗୁରୁତ୍ୱ ପରିବାର ବନା, ବିଦ୍ୟୁତ୍ ସୁରିକ୍ଷା ମନାମନି ଓ ଉପଭୋକ୍ତାଙ୍କୁ ନିରନ୍ତର ସେବା ଯୋଗାଇବାରେ ଏହି ଶ୍ରମିକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ଷା, ବାତ୍ୟା, ପ୍ରବଳ ଗ୍ରୀଷ୍ମ ଓ ରାତ୍ରିକାଳୀନ ବିପଦ ସତ୍ତ୍ୱେ ପରିସ୍ଥିତିରେ ସେମାନେ ନିଜ ଜୀବନକୁ ବାଜି ଲଗାଇ ବିଦ୍ୟୁତ୍ ସେବା ସୁନିଶ୍ଚିତ କରୁଥିବା ପାଇଁ କାର୍ଯ୍ୟ କରୁଛନ୍ତି। କିନ୍ତୁ ସେମାନେ ଓ ଏଥିରେ ପରିବାରଙ୍କ ଆୟରେ ଅଧିକ ଶ୍ରମିକମାନଙ୍କ ବାର୍ଷିକ ଅନିଶ୍ଚିତତା ମଧ୍ୟକୁ ୬୦ଟି ଡିଭିଜନ ସାରା ଓଡିଶାରେ ଘୋର ନିରାଶା ବିଶ୍ୱାସ ହୋଇଛି।

ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଗତ ୬ ମାସରେ ଶ୍ରମିକମାନଙ୍କ ଆୟୋଜନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଉକ୍ତ ମୁଖ୍ୟମନ୍ତ୍ରୀ ପକ୍ଷରୁ ନିଯୁକ୍ତ ଆଶ୍ୱାସନା ଉପରେ ଭରସା କରି ଶ୍ରମିକମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ତେଣୁ ସେହି ଆଶ୍ୱାସନା ବାସ୍ତବ କାର୍ଯ୍ୟକାରୀ ସହିତ ଶ୍ରମିକ କାରିବା ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ନୈତିକ ଦାୟିତ୍ୱ ବୋଲି ମଞ୍ଚ ଦାବି କରିଛି।

ବିଦ୍ୟୁତ୍ ଠିକା ଶ୍ରମିକଙ୍କ ଅନ୍ୟାୟ ପୂର୍ବକ ଛଟେଇ ତୁରନ୍ତ ବନ୍ଦ କରାଯାଉ l କାର୍ଯ୍ୟରୁ ବାଦ୍ ପଡିଥିବା ଅଶିକ୍ଷିତ ଓ ଅଳ୍ପ ଶିକ୍ଷିତ ଓ ଅଭିଜ୍ଞ କର୍ମଚାରୀଙ୍କୁ ସ୍ଥାୟୀତ୍ୱ ପ୍ରଦାନ କରି ପୁନଃ ନିଯୁକ୍ତି ଦିଆଯାଉ।

ନିରବ ବିଦ୍ୟୁତ୍ ଓ ବିଲ୍ କଲେକ୍ସନମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉ। ମଞ୍ଚର ଅଭିଯୋଗ ଅନୁଯାୟୀ, ବର୍ତ୍ତମାନ କ୍ଷେତ୍ରରେ ମାସିକ ମାତ୍ର ୪,୦୦୦ ରୁ ୫,୦୦୦ ଟଙ୍କା ମଜୁରୀ ମିଳୁଛି। ଏହାର ବୃଦ୍ଧି କରି ନିୟମାନୁସାରେ ମଜୁରୀ ଓ ବେତନ ପାରିଶ୍ରମିକ ପ୍ରଦାନ କରାଯାଉ।*୪.* ଗତ ମେ ମାସରେ ସରକାରଙ୍କ ଘୋଷିତ ବିଦ୍ୟାଗାରଣ ଆଶ୍ୱାସନାର କାର୍ଯ୍ୟକାରିତା ସୁନିଶ୍ଚିତ କରାଯାଉ।

ଶ୍ରମିକ ପ୍ରତିନିଧିଙ୍କ ସହ ମଧ୍ୟସ୍ଥତା ପୃଷ୍ଠ ଆଲୋଚନା ଓ ଅଭିଯୋଗର ନିରପେକ୍ଷ ସମାଧାନ ପାଇଁ ବ୍ୟବସ୍ଥା କରାଯାଉ।

ଅଭିଜ୍ଞ ଶ୍ରମିକଙ୍କୁ ହଟାଇ ବାବୁ ସେବା ମେଣ୍ଟରୁ ବିଦ୍ୟୁତ୍ ବିତରଣ, ରକ୍ଷଣାବେକ୍ଷଣ ଓ ଉପଭୋକ୍ତା ସେବା ପ୍ରଭାବିତ ନ ହେବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉ।

ମଞ୍ଚ ପକ୍ଷରୁ ଘୋଷଣା କରାଯାଇଛି ଯେ, ଉପଭୋକ୍ତା ବାଧାବିଘ୍ନର ସମାଧାନ ପାଇଁ ତୁରନ୍ତ ୬୦୧ ଫିଡରେ ନିଆ ନଯାଉ, ଆସନ୍ତା *୧୪ ଅକ୍ଟୋବର ୨୦୨୬* ରେ ଓଡିଶାର ବିଭିନ୍ନ ଅଞ୍ଚଳ ଓ ଗ୍ରାମ୍ୟ ବିଦ୍ୟୁତ୍ ଠିକା ଶ୍ରମିକମାନେ ହଜାରେ ଗୋଟିଏ ଗୋଟିଏ ଗୋଷାଗାଁ ବୃହତ୍ ଧାରି ଭୁବନେଶ୍ୱର ଗୋଷା ଏହି ଅବସରରେ ଏକ ବିରାଟ ଠିକା ଶ୍ରମିକ ମହା ସମାବେଶ ଆୟୋଜନ କରାଯିବ।

ଗୋଷାଗାଁ ପୁଣ୍ୟ ହେବ ଶାନ୍ତି, ସଦଭାବନା ଓ ଗଣତାନ୍ତ୍ରିକ ପ୍ରତିବାଦର ପ୍ରତୀକ। ଶ୍ରମିକମାନେ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣି ମନଙ୍କୁ ସାରା କରି ନିଜର ଦାବି ଓ ସମସ୍ୟା ଉପସ୍ଥାପନ କରିବା ସହ କ୍ଷିପ୍ର ସମାଧାନ ପାଇଁ ଅନୁରୋଧ କରିବେ। ମହା ସମାବେଶ ପୂର୍ବରୁ ଆଶା ଓ ନିଜ ଶ୍ରମିକ ମାନେ ଗାଁ ଗାଁ ବୁଲି ତାର ପାଖ ବିଷୟରେ ଯଥାଯୋଗ୍ୟ ବର୍ଣ୍ଣନା ସାହାଯ୍ୟ ରୁ ସଚେତନ କରିବା ସହ ସେମାନଙ୍କ ସହଯୋଗ ଲୋଡିଛେ, ପ୍ରତି ଗାଁ ରେ ପ୍ରଚାର ଗାଡି ବୁଲିବ ବୋଲି ମିଳିତ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

ମଞ୍ଚ ସ୍ପଷ୍ଟ କରିଛି ଯେ, ଏହି ଆନ୍ଦୋଳନ କୌଣସି ବ୍ୟକ୍ତି ବିଶେଷ କିମ୍ବା ସଂସ୍ଥା ପ୍ରତି ବ୍ୟକ୍ତିଗତ ବିରୋଧ ନୁହେଁ। ଏହା ହେଉଛି ଶ୍ରମିକଙ୍କ ଜୀବିକା ସୁରକ୍ଷା, ନ୍ୟାୟସଙ୍ଗତ ମଜୁରୀ, ସରକାରୀ ଆଶ୍ୱାସନାର କାର୍ଯ୍ୟକାରିତା ଓ ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତାଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏକ ଗଣତାନ୍ତ୍ରିକ ପ୍ରଚେଷ୍ଟା। ଯଦି ଏହି ସମାବେଶ ପରେ ମଧ୍ୟ ଦାବି ପୂରଣ ନ ହୁଏ, ତେବେ ଏହା ପୂରଣ ହେବା ପର୍ଯ୍ୟନ୍ତ ମଞ୍ଚ ପକ୍ଷରୁ ଆନ୍ଦୋଳନ ସଶକ୍ତ, ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ପଦ୍ଧତିରେ ଚାଲିବ ବୋଲି ଆୟୋଜନ କରି ରଖାଯାଇଛି ବୋଲି ଜଣାଇ ଦିଆଯାଇଛି।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed