October 12, 2026
ajiro khabar
Share

 

 

୧-ଛାତ୍ର ସଂସଦ ନିର୍ବାଚନ: କ୍ୟାମ୍ପସରେ ଛାଇ ଗଲାଣି ପୋଷ୍ଟର, ଛୁଟି ଦିନରେ ବି ଜମିଲା ପ୍ରଚାର।

 

୨-ଦଶହରା ପାଳନ ନେଇ ଦ୍ଵନ୍ଦ:୨୦ ନା ୨୧ରେ ବିଜୟା ଦଶମୀ ? ତିଥି ଗଣନା ନେଇ ପଞ୍ଚିକାରକଙ୍କ ଭିନ୍ନ ମତ।

 

୩-ପଞ୍ଚାୟତ ଭୋଟ୍ ପୂର୍ବରୁ ‘ଜେନ୍-ଜି’ଙ୍କୁ କବ୍ଜା କରିବାକୁ କସରତ,ବାଟବଣା ଛାତ୍ର ନେତା ନିର୍ମାଣ, ନେତାମାନଙ୍କ ପତିଆରା ଲଢେଇରେ ବଳି ପଡୁଛି କଲେଜ କ୍ଯାମ୍ପସ୍!

 

୪-ଲଘୁଚାପ ଘନୀଭୂତ ସମ୍ଭାବନା କମ୍,ଏଥର ଦଶହରାରେ ପାଗ ଶୁଖିଲା ରହିବା ସମ୍ଭାବନା।

 

୫-ଭୁବନେଶ୍ୱର: ପାର୍ବଣରେ ଜୋରଦାର ହେବ ଖାଦ୍ୟ ଯାଞ୍ଚ,ମିନାବଜାର ଉପରେ ରହିବ କଡ଼ା ନଜର।

 

୬-ସାଲେପୁର, ଜପକୁଦ ବଜାର :ଜଳଖିଆ ଦୋକାନରେ ଗ୍ୟାସ ଟାଙ୍କି ବିସ୍ଫୋରଣ, ଥରିଲା ବଜାର, ୭ ଆହତ।

 

୭-IUSFର ପ୍ରଥମ ସଭାପତି ହେଲେ ଡ. ଅଚ୍ୟୁତ ସାମନ୍ତ, ଓଡ଼ିଶା ପାଇଁ ଆଉ ଏକ ଗୌରବମୟ ଅଧ୍ୟାୟ।

 

୮-ଭୁବନେଶ୍ୱର:ଟ୍ରକ୍ ଚୋରି ରାକେଟରେ ବାପା-ପୁଅ, ମାଡ଼ି ବସିଲା ମଞ୍ଚେଶ୍ୱର ଥାନା ପୋଲିସ।

 

୯-ବାଲୁଗାଁ:ଘଣ୍ଟ ବାଦ୍ୟ ଓ ହୁଳହୁଳିରେ କମ୍ପିଲା ପରିବେଶ, ଦାଣ୍ଡରେ ଭେଟ ହେଲେ ମା ଭଗବତୀ ଓ ବଡ଼ ଭଉଣୀ ମା ବିରଜାଈ

 

୧୦-ରାୟଗଡ଼ ବ୍ଲକ ମାର୍ଲବା ଘାଟି:ପାର୍ବଣ ପୂର୍ବରୁ ସକ୍ରିୟ ଚୋରା ମଦ ଚାଲାଣ, ଧରାପଡ଼ିଲା ୪୬୦ ଲିଟର ଦେଶୀ ମଦ।

 

୧୧-ପ୍ରତ୍ୟେକ ବିଫଳ ବୈବାହିକ ସମ୍ପର୍କକୁ ଅପରାଧିକ ମାମଲା କରାଯାଇପାରିବନି: ଆଲାହାବାଦ ହାଇକୋର୍ଟ।

 

୧୨-ଇନ୍ଦୋର:୩ୟ ଟି୨୦,ଅଭିଷେକ, ଅର୍ଶଦୀପ ଭାରତକୁ ଜିତାଇଲେ।

 

୧୩-ପୁଡୁଚେରୀ:୩ୟ ଦିନିକିଆରେ ଭାରତ ‘ଏ’ ଅଷ୍ଟ୍ରେଲିଆ ‘ଏ’ ଠାରୁ ବିଜୟୀ।

 

୧୪-ସିଜେପି ଆନ୍ଦୋଳନ ଯୋଗୁ ଦିଲ୍ଲୀରେ ବ୍ୟବସାୟୀଙ୍କୁ ୨୦୦୦ କୋଟି କ୍ଷତି, କାରବାର ଠପ୍।

 

୧୫-CJP ବିକ୍ଷୋଭ: ସରକାରଙ୍କ ପଦକ୍ଷେପକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ,କାହାକୁ ବେଆଇନ ଅଟକ ରଖିପାରିବନି। ମୁକୁଳିଲେ CJPର ତିନି ନେତା।

 

୧୬-ଭୋଟଚୋରି ଅଭିଯୋଗ:ଆଜି ପୁଣି ନୂଆଦିଲ୍ଲୀରେ ଇଣ୍ଡିଆ ବ୍ଲକର ବିକ୍ଷୋଭ।

 

୧୭-ଦ୍ବିତୀୟ ଦିନରେ CJPର ବିକ୍ଷୋଭ,୨୦୦ ବିକ୍ଷୋଭ କାରୀ ଓ ସାମ୍ବାଦିକ ଅଟକ।

 

୧୮-ହାଇଦ୍ରାବାଦ:ଲଗେଜ୍ ପାୱାରବ୍ୟାଙ୍କରୁ ଲାଗିଲା ନିଆଁ ,ଦିଲ୍ଲୀ-ଚେନ୍ନାଇ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ।

 

୧୯-ବିଶାଖାପାଟଣାରୁ ୮.୯୮ କୋଟିର ସୁନା ବିସ୍କୁଟ ଜବତ, ୨ ଗିରଫ।

 

୨୦-ସାଉଦୀ ଆରବ ବିମାନ ବନ୍ଦରରେ ଆକ୍ରମଣ, ୧୨ ମୃତ, ଭାରତର ନିନ୍ଦା।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏

You may have missed