ଚିତ୍ରକଳା ପ୍ରଦର୍ଶନୀ ଆବାହନୀ ଉଦଘାଟିତ
ସମ୍ବଳପୁର, ୧୨. ୧୦:ସହରର ପ୍ରାୟ ୬୦ ଜଣ ପ୍ରବୀଣ ତରୁଣ ନବୀନ ଚିତ୍ରଶିଳ୍ପୀ ଙ୍କୁ ନେଇ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ଆବାହନୀ ଆଜି ସମଲେଶ୍ୱରୀ ମନ୍ଦିର ପାଶ୍ୱରେ ଥିବା ରିଭର ଫ୍ରଣ୍ଟ ରେ ଉଦଘାଟିତ ହୋଇ ଯାଇଛି l ଆବାହନୀ ର ଆବାହକ କୁଲଦୀପ ବର୍ମାଙ୍କର ସଂଯୋଜନାରେ ଅନୁଷ୍ଠିତ ପ୍ରଦର୍ଶନୀ ରେ ସମ୍ବଲପୁର ସବ କଲେକଟର ପୁଷ୍ପାଞ୍ଜଳି ପଣ୍ଡା ମୁଖ୍ୟ ଅତିଥି, ସଂସ୍କୃତି ଗବେଷକ ଡ ଶ୍ୟାମ ସୁନ୍ଦର ଧର,ସମାଜ ସେବୀ ପ୍ରଫୁଲ୍ଲ ହୋତା ଏବଂ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ଼ ର ସଭାପତି ସଞ୍ଜୟ ବାବୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ l ଏହି ପ୍ରଦର୍ଶନୀରେ
ପ୍ରଶାନ୍ତ ମାଝୀ, ସଞ୍ଜୟ ସାହୁ, ପବିତ୍ର ବେରିହା, କୁଲଦୀପ ବର୍ମା, ସୁବ୍ରତ ବେହେରା, ଅପର୍ଣ୍ଣା ପଣ୍ଡା, ନମ୍ରତା ନାୟକ,ଅଞ୍ଜନ ପଟ୍ଟନାୟକ,ଯୁଗଳ କିଶୋର ବାରିକ, ଜୀତେନ୍ଦ୍ରିୟ ବେହେରା, ନିତ୍ୟାନନ୍ଦ ପଣ୍ଡା, ଆକୃତି ଦାଶ, ସୁମନ ଶେଖର ପାଳ,ଦେବେନ୍ଦ୍ର ସାହୁ,ଶ୍ରଦ୍ଧା ସୁମନ ସାହୁ, ଆକାଂକ୍ଷ୍l ପୂଜାରୀ, ଦୀପାଳି ସେଠ, ରାଜବିନ୍ଦର କୌର, ଶିଳ୍ପୀ ରାମ, ସୁମନ ପଟେଲ,ଜୟଶ୍ରୀ ନାଥ, ବର୍ଷାରାଣୀ ମହାକୁର, ଆୟୁଷ୍ମାନ ଦାସ, ମହମ୍ମଦ କାଶୀମ, ବିକାଶ ରଞ୍ଜନ ପୂଜାରୀ, ପ୍ରଜ୍ଞା ପରମିତା ପୂଜାରୀ, ଶିବାନୀ ଭୋଇ,ରାକ୍ଷି ପଣ୍ଡିତ, କମଳିନୀ ମହାଳିଙ୍ଗ, ପ୍ରାଜେକ୍ତା ପଣ୍ଡା, ସିଦ୍ଧି ସମୃଦ୍ଧି ପଣ୍ଡା, ସୁମନ ପଟେଲ, ପୂଜା ଜଗଦଳା, ତନୁଶ୍ରୀ ଧର, ରାଜେଶ ବଢ଼ାଇ,ରୋଶନୀ ପଣ୍ଡିତ,ଅଞ୍ଜନ ରେ,ଓମ ଦତ୍ତlତ୍ରେୟ ବଏଠାରୁ, ଇପ୍ସା ପ୍ରିୟଦର୍ଶିନୀ ସାହୁ, ଅନୁଷ୍କା ପଣ୍ଡା, ତନିଶା ପଣ୍ଡା, ବିଶ୍ୱରଂଜନ ସାହୁ,ଦେବଦତ୍ତ ସାହୁ, ପଲ୍ଲବୀ ଶର୍ମା,ଇତିଶା ମହାପାତ୍ର, ଶ୍ରୀମୟ ନାୟକ,ଅମ୍ରିତା ଷଡ଼ଙ୍ଗୀ,ବନ୍ଦନା ସାହୁ, ସ୍ମୃତି ଶୁଭମ ମହାରଥl,ସୁନୀଲ ବଗର୍ତି,ପ୍ରିୟାଂଶି ପଣ୍ଡା,ନଳିନୀ ମିଶ୍ର, ଅଂଶୃତl ପାଣିଗ୍ରାହୀ,ଅନୁଷ୍କା ମହାକୁର,ମିତାଲି ପଟ୍ଟନାୟକ, ବନ୍ଦିନୀ ପଣ୍ଡା,ପ୍ରତୀକ ପ୍ରସାଦ, ତ୍ରିଷ୍ଣା ତମନ୍ନା ପଟ୍ଟନାୟକ,ଅଙ୍କିତ କୁମାର ଦାଶଙ୍କ ଚିତ୍ରକଳା ସ୍ଥାନ ପାଇଛି l ସୂଚନା ଯୋଗ୍ୟ ଯେ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ରାତ୍ରି ୯ ଟା ଯାଏ ଜନସାଧାରଣଙ୍କ ପାଇଁ ଖୋଲା ରହିବ l ଏହି ଅବସରରେ ଗତକାଲି ଏକ କର୍ମଶାଳା ଅନୁଷ୍ଟିତ ହୋଇଥିଲା।
